ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା

ରାଜ୍ୟରେ ଖୋଲିବ ମନ୍ଦିର!

ଭୁବନେଶ୍ୱର: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ମୁ୍ଖ୍ୟଶାସନ ସଚିବ ସଂକେତ ଦେଇଛନ୍ତି । କିପରି କୋଭିଡ୍ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତର ବିଭାଗ ଅଧୀନରେ

ପୁଣି ୩ ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୪୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଗତ ୩ଦିନ

ପେଟ୍ରୋଲପମ୍ପ ବିସ୍ଫୋରଣ : ଜଣେ ମୃତ : ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଏଲପିଜି ଲିକ୍ରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା ବୋଲି ପେଟ୍ରୋଲଲିୟମ ଆଣ୍ଡ ଏକ୍ସପ୍ଲୋସିବ୍ ସେପ୍ଟି ଅର୍ଗାନାଗେସନ୍ (ପୋସ୍କୋ)ର ଉପ ମୁଖ୍ୟ କଂଟ୍ରୋଲର କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏହା ଜଣାଯାଇଛି । ପ୍ରଥମେ

ପେଟ୍ରୋଲ ପମ୍ପ ବିସ୍ଫୋରଣ

ରାଜଧାନୀ ଭୁବନେଶ୍ୱରରେ ଗତ ବୁଧବାର ୭ ତାରିଖ ଦିନ ମଧ୍ୟାହ୍ନରେ ଯେଉଁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟିଛି ସେଥିରେ ଜଣକର ମୃତ୍ୟୁ ଘଟିସାରିଲାଣି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି, ଅନୂ୍ୟନ ୩୦ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିଲେ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ: ବହୁ ଚର୍ଚ୍ଚିତ ଧର୍ମଶାହା ନାବାଳିକା ଦୁଷ୍କର୍ମ ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ପୋକୋ୍ସ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୨୦ ବର୍ଷ ଜେଲ୍ ଦଣ୍ଡା ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ

ପୋଖରୀରେ ବୁଡି ସାତ ବର୍ଷର ନାବାଳିକା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ଗତକାଲି ସନ୍ଧ୍ର୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ହେଉଛନ୍ତି ଚିତ୍ରାଙ୍ଗପାଲି ଗାଁ ର ଉରା ମାଡ଼କାମୀଙ୍କ ସାତ ବର୍ଷର ଝିଅ ତୁଳସୀ ମାଡ଼କାମୀ । ସେ ଗତକାଲି

ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫ : ୩୯ ମୃତ

ରାୟଗଡ : ରାୟଗଡ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିଛି । ଚଳିତ ଅକ୍ଟୋବର ମାସ ପହିଲାରୁ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ସଂଖ୍ୟା କମିବାରେ ଲାଗିଛି । ଫଳରେ ଜିଲ୍ଳା ପୁରି ପୂର୍ବ ପରି ଅଧିକ ସ୍ୱାଭାବିକ ହେବାରେ ଲାଗିଛି । କରୋନା କଟକଣା କୋହଳ ପରେ

ବନ୍ୟପ୍ରାଣୀଙ୍କ ପ୍ରତି ଦୟା ଓ କରୁଣା ରହିବା ଉଚିତ: ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟାପ୍ରାଣୀ ସଂରକ୍ଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସେଭ୍ ଏଲିଫ୍ୟାଣ୍ଡ ଫାଉଣ୍ଡେସନ ଟ୍ରଷ୍ଟ’କୁ ଚଳିତବର୍ଷର ସମ୍ମାନଜକ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ଦିଗରେ ଅନୁଷ୍ଠାନ ନିଷ୍କାନର

ଘଂଟା ଘଂଟି ବଜାଇ ଓଡ଼ିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ

ଭୁବନେଶ୍ୱର: ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ସରକାରଙ୍କୁ ଦାବି ଜଣାଇ ସେବାୟତ ନିଯୋଗ ନିରାଶ ହେବା ପରେ ସଂଘ ତରଫରୁ ଘଂଟି, ଘଂଟା ବଜାଇ ପ୍ରତିବାଦ କରିଛନ୍ତି । ରାଜ୍ୟର ଅଧିକାଂଶ ମନ୍ଦିର ସାମ୍ନାରେ ସେବାୟତମାନେ ଏଭଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।