ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫ : ୩୯ ମୃତ
ରାୟଗଡ : ରାୟଗଡ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିଛି । ଚଳିତ ଅକ୍ଟୋବର ମାସ ପହିଲାରୁ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ସଂଖ୍ୟା କମିବାରେ ଲାଗିଛି । ଫଳରେ ଜିଲ୍ଳା ପୁରି ପୂର୍ବ ପରି ଅଧିକ ସ୍ୱାଭାବିକ ହେବାରେ ଲାଗିଛି । କରୋନା କଟକଣା କୋହଳ ପରେ!-->…