ଖଣିଜ ପରିବହନ କରୁଛି : ଡମ୍ପର ପରିବର୍ତ୍ତେ ହାଇୱା
ଯୋଡ଼ା : ଯୋଡା ଖଣିମଣ୍ଡଳ ଅଧୀନ ହେଁସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ ଖଣିରେ ଖଣିଜ ପରିବହନରେ ଡମ୍ପର ପରିବର୍ତ୍ତେ ହାଇୱା ଟ୍ରକ ଚଳାଚଳକୁ ବିରୋଧ କରି ମାଇନିଂ ଏରିଆ ଟ୍ରକ ମାଲିକ ସଂଘ (ମାଟୋଆ) ପକ୍ଷରୁ କାସଭି ଖଣି ଲିଜ ପରିସରରେ ଧାରଣା ଦିଆଯାଇଥିବା ଖବର ହସ୍ତଗତ!-->…