ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

ଭୁବନେଶ୍ୱର: ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଭାବଗ୍ରାହୀ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ

ଟ୍ରକ ଧକ୍କାରେବାଇକ ଆରୋହୀମୃତ

ଚମ୍ପୁଆ: ୫୨୦ ନଂ ଜାତୀୟରାଜପଥର ରିମୁଳୀ ଠାରୁ ଯୋଡା ରାଜପଥ ମରଣଯନ୍ତା ପାଲଟିଛି । ଆଜିଏହିରାଜପଥର ବାସୁଦେବପୁରଛକ ନିକଟରେଜଣେବାଇକ ଆରୋହୀକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି ।ମୃତବ୍ୟକ୍ତିର ନାମଋଷିମହାନ୍ତ । ତାଙ୍କ ଘର ଚମ୍ପୁଆ ଥାନା ଅନ୍ତର୍ଗତ ଯୋଡା

ଦୁର୍ବଳ ହେଉଛି କରୋନା ଭୂତାଣୁ

ୱାସିଂଟନ୍: କରୋନା ଭାଇରସ୍ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରର କବାଟ ଏବଂ ଲିପ୍ଟର ବଟନ୍ ଦବାଇବାବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି ।

ପଞ୍ଜୀକୃତ ବିଦେଶ ଫେରନ୍ତାଙ୍କୁ ଟଙ୍କା ମିଳିଲାନି: ୨୫୦୦ରୁ ପାଇଲେ ୪୫୦!

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବିଦେଶ ଫେରନ୍ତାଙ୍କୁ ନାମ ପଞ୍ଜୀକରଣ କରି ୧୪ ଦିନିଆ ସଙ୍ଗରୋଧରେ ରହିବାକୁ କହିଥିଲେ । ଯିଏ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ ହଜାର ଟଙ୍କା ଲେଖାଲଏଁ ସହାୟତା ଦେବାକୁ ବି ଲୋଭ ଦେଖାଥିଲେ । ମାର୍ଚ୍ଚ ୧୬ରେ ହୋଇଥିବା ଏହି ଘୋଷଣାର

ରାଜ୍ୟରେ ପ୍ରତିଦିନ ଗଡ଼ୁଛି ୩ରୁ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହତ୍ୟାର ଶିକାର ହେଉଛନ୍ତି ୩ରୁ ୪ ଜଣ । ପ୍ରତିଦିନ କେଉଁଠି ନା କେଉଁଠି ମୁଣ୍ଡ ଗଡୁଛି । ପୂର୍ବ ଶତ୍ରୁତା ହେଉ କି ବ୍ୟାବସାୟିକ ଶତ୍ରୁତା, ଲୋଭ କିମ୍ବା ଯୌତୁକଜନିତ ହତ୍ୟା, ଏମିତି ପ୍ରତ୍ୟେକ ଦିନ ହତ୍ୟାର ଶିକାର ହେଉଛନ୍ତି ଲୋକ । କେତେକ ଘଟଣାରେ ପରିବାର

କାକଟପୁରରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଦାବି କଲା ଯୁବଛାତ୍ର ସଂଗଠନ

କାକଟପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମଗ୍ର ଦେଶରେ ପାଳନ ହେଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଅନେକ ଜାଗାରେ ଗାନ୍ଧିଜୀଙ୍କ ମୂର୍ତ୍ତି ସ୍ଥାପନ ହୋଇନାହିଁ । ଏଥିରୁ ବାଦ ପଡ଼ିନି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କାକଟପୁର ଅଞ୍ଚଳ । ଗାନ୍ଧୀ ମୂର୍ତ୍ତି ନଥିବାରୁ

ଟିକା ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ଦୁଦ୍ଧା ସରକାର କୋଭିଡ ଟିକା ଦେବାପାଇଁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ୪୦୦ରୁ ୫୦୦ ନିୟୁତ ଟିକା ଡୋଜ୍ ଗ୍ରହଣ କରିବେ ଏବଂ ଏହାର ସମାନ ବଂଟନ ସୁନିଶ୍ଚିତ କରାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ

ପୋକ ଖାଇଗଲା ୧୫ କୁଇଂଟାଲ୍ ‘ଚୁଡ଼ା ଗୁଡ଼’ ରିଲିଫ୍ ସାମଗ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଂଟାଲ ଚୁଡା-ଗୁଡ଼ ଅମ୍ଫାନ ବାତ୍ୟା ବିପନ୍ନଙ୍କୁ ଦେବା ପାଇଁ ଆସିଥିବା ଏହି ରିଲିଫ୍ ସାମଗ୍ରୀ ବଂଟା ନହୋଇ ଏଭଳି ପୋକ ଖାଇବା ପ୍ରଶାସନର ଦାୟିତ୍ୱହୀନତାକୁ ପଦାରେ ପକାଇଛି । ଗୋଟିଏ ପଟେ ବିପିନ୍ନ ଭୋକଉପାସରେ ଛଟପଟ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ସିଆର୍‌ପିଏଫ୍ ଯବାନ ସହିଦ, ୩ ଆହତ

ଶ୍ରୀନଗର: ସୋମବାର ଅପରାହ୍ଣ ପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅନ୍ୟୂନ ୨ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ

ରାଜ୍ୟରେ ଆଉ ୧୭ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: କରୋନାରେ ଆଜି ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକ ଓ