ହାଥରସ ଅଭିମୁଖେ ପୁଣି ରାହୁଲ ଓ ପ୍ରିୟଙ୍କା

ଲକ୍ଷେ୍ନ: ହାଥରସ ଗଣବଳତ୍କାର ଓ ହତ୍ୟାର ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଶନିବାର ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆଉ ୩୫ଜଣ କଂଗ୍ରେସ ସାଂସଦ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଡିଏନଡିରେ ପହଞ୍ଚିବା ପରେ ରାଜ୍ୟ

ଗଣତନ୍ତ୍ରରେ ଅହିଂସା ଓ ରାଷ୍ଟ୍ର

ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଏକ ବିରାଟ ଭୁଖଣ୍ଡ, ଯାହାର ଜନସଂଖ୍ୟା ୨୦୨୦ରେ ପାଖାପାଖି ୧୪୦ କୋଟିରେ ରହିଛି । ଆମ ରାଷ୍ଟ୍ରକୁ ଜନସଂଖ୍ୟାରେ ଟପିଥିବା ରାଷ୍ଟ୍ର କହିଲେ, ଏହା ଆମର ପଡୋଶୀ ରାଷ୍ଟ୍ର ଚାଇନାକୁ ବୁଝାଏ । କିନ୍ତୁ ଆବାହମାନ କାଳରୁ ମନୁଷ୍ୟସମାଜ ଏକତ୍ରିତ ଭାବେ ବସବାସ କରିବାକୁ

କୃଷି କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ବାଲିକୁଦା: କୃଷି କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାଲିକୁଦା ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ସାର କଳାବଜାରୀ ପ୍ରସଂଗରେ ସଂଗଠନ ଏହି ପନ୍ଥା ଆପଣେଇଥିଲା । ପରେ ସହକାରୀ କୃଷି ଅଧିକାରୀ ବଳଦେବ ମହାପାତ୍ର, ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ମାଛଗାଁ

କୋଭିଡ୍ ପାଇଁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କଲା ପ୍ରଶାସନ

ଚମ୍ପୁଆ: କୋଭିଡ୍-୧୯ ନିୟମକୁ ଖୋଲାଖୋଲି ଉଲଂଘନ କରି ଶତାଧିକ ଲୋକଙ୍କ ଉପସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜନ କରିବା ମହଙ୍ଗା ପଡ଼ିଛି ଆୟୋଜକଙ୍କୁ । ପ୍ରଶାସନ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କରାଯିବା ସହ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି ।

ଯାଜପୁର ଜିଲ୍ଲାରେ ମନେରଗା ମଜୁରୀ ୨୯୮ହେଲା

ଯାଜପୁର: ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ ଆଇନ ପ୍ରଣୟନ ମାଧ୍ୟମରେ ୨୦୨୦-୨୧ ବାର୍ଷିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଚ୍ଥନ୍ତି । ଏହି ଆଇନ ଅନୁସାରେ ଯେଉଁମାନେ ଜାତୀୟ

ଶବଦାହ ପାଇଁ କାଠ ଅଭାବ

ଯୋଡା: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ବିଭିନ୍ନ ସମସ୍ୟା ମଧ୍ୟରୁ ଶବଦାହ ନିମନ୍ତେ କାଠ ଯୋଗାଡ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ପରିସୀମା ମଧ୍ୟରେ ଯୋଡା ସହର ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ସଦୃଶ୍ୟ ଦୈବାତ କାହାର ମୃତ୍ୟୁ

‘ମୋ’ ସାଇକେଲ୍ ଗୋଟାକୁ ୨୫ ହଜାର!

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କୁ୍ୟ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ ଦାମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ

ବେଦାନ୍ତର ଜନଶୁଣାଣି ଉପରେ ରହିତାଦେଶ

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଅଦାଲତରୁ ଏହି

ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର : ଝାରପଡ଼ା ଜେଲରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମାଓନେତା ଆଜାଦ୍ ଓରଫ୍ ଦୁନା କେଶନ ରାଓ ମଧ୍ୟ ଆକ୍ରାନ୍ତ ହୋଇଛନ୍ତିି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜେଲ୍ ଆଇସୋଲେସନ୍ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲୁଛି । ଖବର ପାଇ ଆଜାଦଙ୍କୁ ଭେଟିବା ଲାଗି ମା’ କୋମଲୁମା, ଭାଇ

ରାମ ମନ୍ଦିର ଆଗରେ ‘ଭିକ’ ମନା

ଭୁବନେଶ୍ୱର: ୟୁନିଟ-୯ ସ୍ଥିତ ରାମ ମନ୍ଦିର ଅଂଚଳକୁ ବିଏମ୍ସି ଭିକାରିକୁକ୍ତ ଅଂଚଳ ଘୋଷଣା କରିଛି । ଅର୍ଥାତ୍ ଏଠାରେ କେହି ଭିକ ମାଗିପାରିବେ ନାହିଁ । ଯଦି କେହି ଭିକ ମାଗୁଥିବା ଦେଖାଯାଏ ତେବେ ବିଏମ୍ସିଟିମ୍ ତାଙ୍କୁ ଉଠାଇନେଇ ନିକଟସ୍ଥ ଆଶ୍ରୟସ୍ଥଳୀରେ ଛାଡ଼ିଦେବ । କେବଳ ରାମମନ୍ଦିର