ସ୍ୱଚ୍ଛ ଭାରତ ମିଶନକୁ ଖଣି କର୍ତୁପକ୍ଷଙ୍କ ବେଖାତିର୍
ତାଳଚେର: କେନ୍ଦ୍ର ସରକାର ସ୍ୱେଚ୍ଛଭାରତ ମିଶନ ଅଭିଯାନକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ବ୍ୟତୀକ୍ରମ ତାଳଚେର ଦେଉଳବଡ଼ା ଖଣିର କର୍ତୁପକ୍ଷ ରହୁଥବା କୋଲନୀ ଗୁଡ଼ିରେ ବିଭିନ୍ନ ସ୍ଥାନ ଓ ଡେ଼୍ରନ୍ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି । ଏହି କୁଢ଼କୁଢ଼!-->…