ଆକର୍ଷଣୀୟ ହେବ କୋଣାର୍କ ସୂର୍ଯ୍ୟମନ୍ଦିର, ବାରବାଟୀ ଦୁର୍ଗ
ଭୁବନେଶ୍ୱର: ରାଜ୍ୟ ସରକାର ୪ଟି ବୃହତ ବିକାଶ ଯୋଜନା ହାତକୁ ନେବାକୁ ଯାଉଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ, କଟକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ସଂରକ୍ଷଣ ଓ ବିକାଶ, ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ସେତୁ ଏବଂ ହୀରାକୁଦ ଜଳଭଣ୍ଡାର!-->…