ଅପରାଜିତାଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର- ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ । ୨୩ ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡଙ୍ଗୀ । ସେହିପରି ଅନିଲ ବଲୁନି, ସାହାନୱାଜ ହୁସେନ, ରାଜୀବ ପ୍ରତାପ ରୁଡ୍ଡୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ମିଳିଛି । ତେବେ ନଡ୍ଡାଙ୍କ!-->…