ବରଗଡରେ ନକଲି କରୋନା ଔଷଧ
ବରଗଡ- ବରଗଡରୁ ଜବତ କରାଯାଇଛି ନକଲି କରୋନା ଔଷଧ । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଗ୍ରାମରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୋଲିସ ଖବର ପାଇଥିଲା । ସମ୍ବଲପୁର ଡ୍ରଗ୍ସ ପାଉଡର!-->…