ବିଧାନସଭା ଅଧିବେଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଏଥିନିମନ୍ତେ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ ହେବାସହିତ ଯେଉଁ ଗଣମାଧ୍ୟମ କର୍ମଚାରୀ ଯିବେ ସେମାନଙ୍କର ମଧ୍ୟ ଟେଷ୍ଟ କରାଯିବ ।

୪ ଦିନ ପାଇଁ ଭିସୁଟ ବନ୍ଦ

ସମ୍ବଲପୁର- କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ବୁର୍ଲା ଭିସୁଟକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯିବ । କୁଳପତି ଏହି ବନ୍ଦ ଘୋଷଣା

ବିଧାନସଭାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଧନସଭା ଅଧିବେଶନ ପାଇଁ ଆଜି ସକାଳ ୮ଟାରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହାର ୩ ଦିନ ଧରି ଚାଲିବ । ଏଥିପାଇଁ ମଧ୍ୟ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ

ମଙ୍ଗଳବାର ଦିନ ଘୋଷଣା ହେବ ତିର୍ତୋଲ , ବାଲେଶ୍ୱର ଉପ ନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସହ ୬୪ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଉପନିର୍ବାଚନ କରାଯିବ ବୋଲି ପୂର୍ବରୁ ନିର୍ବାଚନ କମିଶନ ସୂଚନା ଦେଇଥିଲା ବେଳେ ଆଜି କେବଳ ବିହାର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ନଭେମ୍ବର ୩୦ ତାରିଖ ପୂର୍ବରୁ ସମସ୍ତ ଆସନରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ୱାଭାବିକ ହେଉଛି

ଭୁବନେଶ୍ୱର: କରୋନା ସଂକ୍ରମଣ କମିନି । ଦେଶ ଓ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା’ପରେ ବି ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଫେରିଥିବା ଅଧିକାଂଶ ପ୍ରବାସୀ ଟ୍ରେନ୍ ଯୋଗେ କର୍ମସ୍ଥଳୀକୁ

କୁଆଡେ ଗଲା ବିଏମସିର ଅନଲାଇନ୍ ମାର୍କେଟିଂ ସେବା?

ଭୁବନେଶ୍ୱର: ଏପ୍ରିଲ ଓ ମେ’ ମାସରେ ଯେଉଁ ଅଂଚଳରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ ବିଏମସି ସେହି ଅଂଚଳକୁ କଂଟେମେଂଟ ଜୋନ୍ ଘୋଷଣା କରୁଥିଲା । ସେଠାରେ କିପରି ଲୋକଙ୍କୁ ହାତପାହନ୍ତାରେ ସବୁ ଜିନିଷ ମିଳିବ ସେଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍

ଢେଙ୍କାନାଳ ସାଂସଦଙ୍କୁ ଶୁଭେଚ୍ଛା

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଜଙ୍ଗଲ ବିଭାଗ କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତିା ଏହି ଉପଲକ୍ଷେ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ ଓ ସଂପାଦିକା ଉର୍ବଶ୍ରୀ ମହାପାତ

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୨ କମ୍ପୋଷ୍ଟ ପ୍ଲାଂଟ

ଭୁବନେଶ୍ୱର: ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ( ଏମସିସି ) ନିର୍ମାଣ ସରିଲାଣି । କିନ୍ତୁ ଏଥିରୁ ୧୦ଟି ଏମସିସି କାର୍ଯ୍ୟକ୍ଷମ ହୋଇପାରୁନି । ମାତ୍ର ଗୋଟିଏ ଚାଲୁଛି । ତାହା ପୁଣି ଯେତିକି କ୍ଷମତା ତାଠାରୁ କମ୍ ଆବର୍ଜନା କମ୍ପୋଷ୍ଟିଂ ହେଉଛି । ଏହିଭଳି ସ୍ଥିତିରେ ବିଏମସି କତୃପକ୍ଷ

ରାୟଗଡାରେ କରୋନା ୭ ହଜାର ପାର

ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉର୍ଧ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା

ସର୍ବବୃହତ ଗଣତନ୍ତ୍ରର ସର୍ବପ୍ରଥମ ରେକର୍ଡ!

ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ । ଏଥିରୁ ଏଯାବଦ କୌଣସି ଦେଶ ବାଦ ପଡିନାହାନ୍ତି । ତାହା ଗଣତାନ୍ତ୍ରିକ ରାଷ୍ଟ୍ରହେଉ ଅଥବା ସାମ୍ୟବାଦୀ ରାଷ୍ଟ୍ର ହେଉ । ଗଣତାନ୍ତ୍ରିକ ବ୍ୟବସ୍ଥା ଯେଉଁ କେତୋଟି ପ୍ରମୁଖ ରାଷ୍ଟ୍ରରେ ଉତମ ରୂପେ ପରିଚାଳିତ, ତନ୍ନଧ୍ୟରେ ମୁଖ୍ୟତଃ ଆମେରିକା, ଭାରତ,