ଫିଟ ଇଣ୍ଡିଆ ମୁଭମେଂଟକୁ ବର୍ଷେ
ନୂଆଦିଲ୍ଲୀ- ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । କରୋନା ମହାମାରୀ ପାଇଁ ଭର୍ଚୁଆଲ ଆୟୋଜିତ!-->…