ଓଏନଜିସି ପ୍ଲାଂଟରେ ଅଗ୍ନିକାଣ୍ଡ

ଅହମଦାବାଦ- ସୁରତ ହଜିରାସ୍ଥିତ ଓଏନଜିସି ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଲଗତାର ୩ଟି ବଡଧରାଣର ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି

ସରିଲା ଓଜେଇ ଅନଲାଇନ ଆବେଦନ: ଆଜି ଫି ଜମା ଡେଡଲାଇନ

ଭୁବନେଶ୍ୱର- ଗତକାଲି ରାତି ୧୨ ପରଠାରୁ ଶେଷ ହୋଇଛି ଓଜେଇ ଅନଲାଇନ ଆବେନଦ ପ୍ରକ୍ରିୟା । ଯେଉଁମାନେ ଆବେଦନ କରିଥିବେ ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନଲାଇନରେ ଫି ଜମା ପାଇଁ ଡେଡଲାଇନ ରଖାଯାଇଛି । ଅକ୍ଟୋବର ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ୧୯ ତାରିଖ

ସଂସଦୀୟ ଗଣତନ୍ତ୍ର ପ୍ରତି ଉପହାସ

ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟର ଅପର ହାଉସ ଭାବେ ପରିଚିତ ରାଜ୍ୟସଭାରେ କୃଷିବିଲକୁ ନେଇ ଯେଉଁ ଭଳି ହଙ୍ଗମା, ହଟ୍ଟଗୋଳ, ଅଭବନୀୟ ଘଟଣା ରବିବାର ଦିନ ଘଟିଲା, ତାହା ନିଶ୍ଚିତ ଭାବେ ଗୃହର ଗାରିମା ଏବଂ ମାନ୍ୟବର ସଦସ୍ୟମାନଙ୍କ କାର୍ଯ୍ୟ ହାନୀ କରିଛି । ସେହିପରି ରାଜ୍ୟସଭାର

ପାଠ୍ୟପୁସ୍ତକରେ ଇତିହାସର ବିକୃତିକରଣ ବନ୍ଦ ହେଉ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗ ଷଡ଼ଯନ୍ତ୍ରରେ ସ୍କୁଲ୍ ପିଲାଙ୍କୁ ଭୁଲ୍ ଇତିହାସ ପଢାଯାଉଛି । ଷÂ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ନଂ- ୫୦ରେ ଯେଉଁ ବ୍ୟକ୍ତିଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି, ତାହା ଆଦୌ ତଥ୍ୟ ଆଧାରିତ ନୁହେଁ । ଆର.ଏସ୍.ଏସ୍.ର ଦୀକ୍ଷା ଗୁରୁ ସାବରକରଙ୍କୁ

ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ

ଜନ୍ମ ଦିନରେ ଦିବ୍ୟାଙ୍ଗମାନଙ୍କୁ ସହାୟତା

ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ

ଭୁବନେଶ୍ୱରରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ବିଏମସି ଅଂଚଳରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୮୩ ହୋଇଥିବା ବେଳେ ୨୧୮ ସ୍ଥାନୀୟ ସଂକ୍ରମିତ ରହିଛି । ବର୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫୪୪ ବୃଦ୍ଧି ପାଇଥିବା ବେଳେ ୧୫୭୪୬

ଦୁଇ ବାଇକ ମୁହାଁମୁହିଁ, ୩ ଆହତ

ବୌଦ୍ଧ: ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ

ଡେଲାଙ୍ଗରେ ପଜେଟିଭ୍ ସଂଖ୍ୟା ୨୪୩

ଡେଲାଙ୍ଗ: କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛିା ଗୋଟେପଟେ କରୋନା ମହାମାରୀ ଦୁଃଖ ଅନ୍ୟପଟେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଂଚଳରେ ଭୟ ବଢାଉଛି । ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜେଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି

ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ