କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନରେ ରହିପାରିବେ

ଭୁବନେଶ୍ୱର: କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନରେ ରହିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ । ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ । ଏହି ସମୟରେ ସେ କାହା ସହ ମିଶିବେ ନାହିଁ । ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ ଯଦି

୨୫ରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର,

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ରାଜ୍ୟସଭାର ମୌସୁମୀ ଅଧିବେଶନ ।ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ସ୍ଥିର ହୋଇଥିଲେ ହେଁ ସାସସଦ ମାନେ କରୋନା ସଂକ୍ରମିତ ହେଉଥିବା ଦେଖି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଜ୍ୟସଭାକୁ

ଖୋଲିଲା ହୀରାକୁଦ ଡ୍ୟାମର ୩ଟି ଗେଟ

ସମ୍ବଲପୁର- ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଡ୍ୟାମର ୩ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ନେଇ ଜଳ ନିଷ୍କାସିତ ହେଉଛି । ଡ୍ୟାମ ଭିତରେ ୧ଲକ୍ଷ ୮୫ ହଜାର ୨୯ କୁ୍ୟସିକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୬ ହଜାର ୨୨୮ କୁ୍ୟସେକ

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଗାଟ ଗ୍ରାମର ପାରମ ସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କାରାଯାଇଛି ।ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ରୋଗ କାରଣରୁ ତା’ର ମୃତୁ୍ୟ

ଛତିଶଗଡ ମୁହାଁ ଲଘୁଚାପ

ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବର୍ଷା ଏବେ ଛତିଶଗଡ ମୁହାଁଇଛି । ଏହା ଛତିଶଗଡ ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଦୁଇ ଦିନ ସକ୍ରିୟ ରହିବା ପରେ ଉତରପ୍ରଦେଶ ଗତି କରିବ । ତେବେ ଆସନ୍ତା ୨୫ଓ ୨୬ ତାରିଖରେ ରାଜ୍ୟର କିଛି ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି

ବିଏସଏଫ ଏଡିଜିଙ୍କ ମାଓ ରଣନୀତି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ମାଓ ଅଧୁ୍ୟଷିତ ଅଂଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ମଙ୍ଗବାର ପୁଲିସ ମହାନିଦେ୍ର୍ଧଶକ ଏବଂ ବିଏସଏଫ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।ସମ୍ପ୍ରତି କୋଭିଡ-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସଏଫ ଯବାନଙ୍କ ମନୋବଳ ବୃଦ୍ଧି

କୋଇଲା ବ୍ଲକ ନିଲାମ ସ୍ଥଗିତ

ଭୁବନେଶ୍ୱର: କୋଲ ବ୍ଲକ ନିଲାମ ପ୍ରକ୍ରିୟା ୩ମାସ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି କେନ୍ଦ୍ର କୋଇଲା, ଖରଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ମଲ୍ଳିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପକ୍ଷରୁ

ନାବାଳକୁ ପିଟିପିଟି ହତ୍ୟା!

ବାଲେଶ୍ୱର: ପଡେ଼ାଶୀ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁ ରେ । ତେବେ ଚୋରୀ ଘଟଣା ଜଣାପଡ଼ିବା ପରେ ନାବାଳକୁ ପଡେ଼ାଶୀ ମହିଳା ଓ

ଶ୍ୱଶୁର ବୋହୂକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ: ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଳୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଂଚଳର ହରିଜନ ସାହିରେ । ଆହତ ମଦନ ଓ ତାଙ୍କ ବୋହୂଙ୍କୁ ତୁରନ୍ତ ଧାମନଗର ମେଡ଼ୀକାଲରେ ଭର୍ତି କରାଯାଇଥିଲା । ପରେ