ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ
ଭୁବନେଶ୍ୱର- ମୃତ ବ୍ୟକ୍ତିଙ୍କର ହେବନି କରୋନା ଟେଷ୍ଟ । ଦୁଇଟି କାରଣ ଦର୍ଶାଇ ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ପ୍ରଥମତଃ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ବିଳମ୍ବକୁ ଏଡାଇ ହେବ ଓ ଦ୍ୱିତୀୟରେ ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ!-->…