ସଂସଦରେ କୃଷି ବିଲ୍ ପାରିତକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି

ସିଲଭର ଗାନ୍ଧୀଙ୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଓଡିଶାର ସିଲଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି । ଆଜି କୁରୁକ୍ଷେତ୍ରରୁ ପଦଯାତ୍ରାରେ ବାହାରି ଦୀର୍ଘ ୧୫୦ କିଲୋମିଟର ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚିଛନ୍ତି ସିଲଭର ଗାନ୍ଧୀ । ଏହି ଅବସରରେ ସେ

ଗଣମାଧ୍ୟମ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ିବ କେବେ?

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଓଡ଼ିଶା ସମେତ ସାରା ଦେଶରେ ଯେଉଁ ଉଦ୍ବେଗଜନକ ଅବସ୍ଥା ସୃଷ୍ଟି ହୋଇଛି, ସେଥିରୁ ମୁକୁଳିବା ଏତେ ସହଜ ବ୍ୟାପାର ନୁହେଁ । ଏହା ସତ୍ତେ୍ୱ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଲକଡ଼ାଉନ/ସଟ୍ଡ଼ାଉନ କଟକଣା ଜାରି କରିବା ସହ କରୋନା ପ୍ରଭାବିତ (ପ୍ରବାସୀ

ଜଗତସିଂହପୁର ଚର୍ଚ୍ଚିକା ବଜାର ଠାରୁ ଚାନ୍ଦୁରା ରାସ୍ତା କଂଟେନମେଂଟ ଜୋନ ଘୋଷଣା

ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ଅଦାଲତରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚର୍ଚ୍ଚିକା ବଜାର ଠାରୁ ଚାନ୍ଦୁରା ରାସ୍ତା କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ

ଥାଲାସେମିଆ ଶିଶୁମାନଙ୍କୁ ରକ୍ତ ନଦେଇ ର୍ଦୁବ୍ୟବହାର!

ଭୁବନେଶ୍ୱର: ଥାଲାସେମିଆ ଏକ ଭୟାବହ ରୋଗ । ଏହି ରୋଗର ମୁଖ୍ୟ ଚିକିତ୍ସା ହେଉଛି ବାରମ୍ବାର ରକ୍ତ ସଞ୍ଚାରଣ କରାଇବା । ଏହି ରୋଗରେ ଆକ୍ରାନ୍ତ ଶିଶୁମାନେ ମାସକୁ ୨-୪ଥର ରକ୍ତଗ୍ରହଣ କରିଥାଆନ୍ତି । ବିନା ରକ୍ତରେ ରୋଗୀ ବଞ୍ଚିବା ଅସମ୍ଭବ । ଏହି ଦୃଷ୍ଟିକୋଣରୁ କୋଭିଡ୍-୧୯ ବନ୍ଦ ସମୟରେ ମଧ୍ୟ

କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତିଙ୍କ ମୃତ୍ୟୁ

ବାଲେଶ୍ୱର: କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତି କର୍ଣ୍ଣେଲ ବିଦ୍ୟାଧର ସିଂଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ସକାଳେ ଭୁବନେଶ୍ୱରସ୍ଥିତ ସୋମ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ୫ ଦିନ ପୂର୍ବରୁ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ । ପରେ

ଦେହ ବ୍ୟବସାୟୀଙ୍କୁ ସହଯୋଗ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଅଡୁଆରେ ପଡିଛନ୍ତି ଦେହ ବ୍ୟବସାୟୀ । ତେଣୁ ଏଭଳି ସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଏକ ବେଂଚ କହିଛନ୍ତି ଯେ

ବନ୍ୟାରେ ୬,୧୬୧ ହେକ୍ଟର ଧାନ ଫସଲ ନଷ୍ଟ

ଡେଲାଙ୍ଗ: ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ମାଡି ଡେଲାଙ୍ଗ ବ୍ଲକର ୧୮ଟି ଗ୍ରାମ ପଂଚାୟତ ଜଳବନ୍ଦୀ ହୋଇ ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଥିବା ଜଣାପଡିଛି । କୃଷି ବିଭାଗ ପକ୍ଷରୁ ଏହାର କ୍ଷୟକ୍ଷତି ଆକଳନ କରାଯାଇଛି । ୧୮ଟି ପଂଚାୟତର ବନ୍ୟା ପାଣି ମାଡି ଧାନଫସଲ ନଷ୍ଟ ହୋଇଥିବା ବେଳେ କୃଷି

ଖୋର୍ଦ୍ଧା ତାପଙ୍ଗ ହାତୀଆ ପାହାଡ଼କୁ ପର୍ଯ୍ୟଟକଙ୍କ ସୁଅ

ଖୋର୍ଦ୍ଧା: ଅଧାକଟା ପାହାଡ଼, ବିସ୍ତୀର୍ଣ୍ଣ ନୀଳ ଜଳରାଶି ଓ କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିର ଅପରୂପ ସୈାନ୍ଦର୍ଯ୍ୟ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକମାନଙ୍କୁ ଟାଣି ଆଣିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ହାତୀଆ ପାହାଡ଼ ପରିବେଶକୁ । ଏହି ଅଞ୍ଚଳର ପାହାଡ଼ରୁ ପଥର ବେପାରୀମାନେ

ରାଫେଲ ଉଡାଇବାକୁ ୧୦ ମହିଳା ପାଇଲଟକୁ ସ୍ୱତନ୍ତ୍ର ଟ୍ରେନିଂ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ ଉଡାଇବେ ମହିଳା ପାଇଲଟ । ଏଥିପାଇଁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ ରାଫେଲ ବାୟୁସେନାରେ ସାମିଲ ହେବାପରେ ବହୁଗୁଣିତ ହୋଇଛି ଭାରତୀୟ ବାୟୁସେନା । ୨୦୧୬