ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ନେଇ ରବିବାର ଜଣାପଡ଼ିଛି। ବଡ଼ଗାଁ ନିକଟ ମହାବୀର ପାହାଡ଼ ତଳି ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉଭୟ ହାତୀପଲରେ ୨୦ ରୁ ୨୫ ଟି ଲେଖାଏଁ ହାତୀ ଥିବା ଜଣାପଡ଼ିଛି। ବାମରା ରେଞ୍ଜ ବଡ଼ରମା!-->…