୨୭୫୨ ଅମାନିଆ ଗଣିଲେ ତଣ୍ଡ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସ କରୋନା ନିୟନ୍ତ୍ରଣ ତଥା ଅମାନିଆଙ୍କୁ ସାବାଡ କରିବାଲାଗି ଏବେ ସକ୍ରିୟ ହୋଇପଡିଛି । ଗତକାଲି ପୋଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟଙ୍କ ନିର୍ଦ୍ଦେଶକ୍ରମେ କମିଶନରେଟ୍ ପୋଲିସ ବିଭିନ୍ନ ହାଟ ବଜାର,!-->…