ରାୟଗଡାରୁ ୬୬ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରେ ଧିରେ ଧିରେ କମିବାରେ ଲାଗିଛି କରୋନା । ୮୮ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣିା ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ପୁରୁଷ ଏବଂ ୨୪ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ

ସବୁଜ ଭାରତ ତରଫରୁ ବୃକ୍ଷ ରୋପଣ

ଭୁବନେଶ୍ୱର : ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ କେହି କେହି ସାଙ୍ଗମାନଙ୍କ ମେଳରେ ଭୋଜିଭାତରେ ମଜ୍ଜି ରହୁଥିବା ବେଳେ ଆଉ କେହି କେହି ତାରକା ହୋଟେଲରେ ଡ଼ିଜେର ତାଳେ ତାଳେ ନାଚଗୀତରେ ମସ୍ଗୁଲ ରହିଥାନ୍ତି । କିନ୍ତୁ ଅଭିନେତା ତଥା ସମାଜସେବୀ ଚନ୍ଦନ କରଙ୍କ ଜନ୍ମ ଦିନକୁ ଏକ ନିଆରା

କାରକୁ ଧକ୍କା ଦେଲା ଟ୍ରକ୍ ୩ ଗୁରୁତର

ରାୟଗଡା: ୩୨୬ନମ୍ବର ଜାତୀୟ ରାଜପଥରେ ଏକ କାରକୁ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ଦେବା ଫଳରେ ଏହି ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଥାନାରେ ଅଟକ ରଖିଛି ଚାନ୍ଦିଲି ଥାନା ପୋଲିସ । ଏ ନେଇ କାର ଚାଳକ ମନୋଜ କୁମାର

ସବୁ ପୂଜା ମଣ୍ଡପ କରିବେ ୪ ଫୁଟ୍ର ମୂର୍ତି

କଟକ: କଟକ ଦଶହରାରେ ଏଥର ୪ ଫୁଟ୍ ଅଥବା କମ୍ ଉଚ୍ଚତାର ମୂର୍ତି ପୂଜା ପାଇବେ । ଯେଉଁ କେତେକ ମଣ୍ଡପ ଅଧିକ ଉଚ୍ଚର ମୂର୍ତି ନିର୍ମାଣ କରିଛନ୍ତି, ସେମାନେ ବି ଆଉ ଏଥିପାଇଁ ଅନୁମତି ପାଇବେ ନାହିଁ । ବିଶ୍ୱକର୍ମା ଓ ପଣ୍ଡିତଙ୍କ ମତରେ ଯେ ପର୍ଯ୍ୟନ୍ତ ବେଲ ବରଣୀ ଅଥବା ପ୍ରାଣ ପ୍ରତିଷ୍ଠା ନହୋଇଛି,

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ଜେରା

ଭୁବନେଶ୍ୱର- ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବଆଇ ରେଡ କରିଛି । ସି-ସୋର ଚିଟଫଣ୍ଡ ଲିଙ୍କ ମାମଲାରେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଥିବା ଘରେ ସିବିଆଇ ପକ୍ଷରୁ ରେଡ ଚାଲିଛି ।

୨୪ ଘଂଟାରେ ୪୮ ହଜାର କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ଓଡିଶାରେ ଗତ ୨୪ଘଂଟାରେ ୪୮,୪୧୬ କରୋନା ପରୀକ୍ଷା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୮୪୦୭, ରାପିଡି ଆଂଟିଜେନ ଟେଷ୍ଟ ୩୯,୬୨୮ ଓ ଟ୍ରୁନଟ ଟେଷ୍ଟ ୧୧୧ ରହିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ୱାଶିଂଟନ-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ । ତାଙ୍କ ଅଭିଯୋଗ ମୁତବାକ ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ ଚାମ୍ପିୟନସିପ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବ୍ୟହାର କରିଥିଲେ । କିନ୍ତୁ ରାଷ୍ଟ୍ରପତି

କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ରହିଥିବା ବେଳେ ପୁରୀ ଓ କେନ୍ଦ୍ରାପଡାରୁ ୨ ଲେଖାଏଁ, ବରଗଡ, ବଲାଙ୍ଗିର, କଟକ, ଗଜପତ, କନ୍ଧମାଳ ଓ

୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ୪ ହଜାର ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୬୬ ହୋଇଥିବା ବେଳେ ୧୭୧୪

୯୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରୁ ଏକ ବୋଲରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ । ଅଭିନବ ଉପାୟରେ ବୋଲରୋରେ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗରିଫ କରିଛି ଅବକାରୀ ବିଭାଗ । ବୋଲେରୋ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର