କରୋନା କବଳରେ କମିଶନରେଟ ପୋଲିସ
ଭୁବନେଶ୍ୱର- କରୋନାରେ ବାଦ ପଡିନାହାଁନ୍ତି କମିଶନରେଟ ପୋଲିସ । ୯ଟି ଥାନାର ଆଇଆଇସି ଓ ୩ଟି ଜୋନର ଏସିପି କରୋନାରେ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ ପ୍ରାୟ ୪୫ ଜଣ ପୋଲିସ ଅଧିକାରୀଙ୍କ ସମେତ ହଜାରେ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଏଯାବତ୍ ୪ ଜଣ ପୋଲିସ କର୍ମଚାରୀଙ୍କ!-->…