ଗଢା ହେଲା ସଚେତନ ସଂଗ୍ରାମୀ ମଂଚ
ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁରର ଗରିମାମୟ ସମୃଦ୍ଧ ଐତିହ୍ୟ ରହିଛି । ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ ପଛରେ ପଡି ଯାଇଥିବା ଦଃୁସ୍ଥ ଓ ଦୁଃଖୀ ମଣିଷଙ୍କ ସ୍ୱରକୁ ଅଧିକ ମଝବୁତ କରିବା ସହ ଜେନାପୁରର ଗୌରବ ବୃଦ୍ଧି ପାଇଁ ସଚେତନ ସଂଗ୍ରାମୀ ମଂଚଞ୍ଚ ଜେନାପୁର ଗଠିତ ହୋଇଛି!-->…