ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଏକ ୱବସାଇଟର ଶୁଭ ଉଦାଘଟନ ଓ ଇ- ବୁକର ଉନ୍ମୋଚନ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମବାର୍ଷିକ ଅବସରରେ ବିଜେପି ପକ୍ଷରୁ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନୋ ନମଃ କୁଇଜ ୱବେସାଇଟର ଶୁଭ ଉଦାଘଟନ କରିବା ସହ ଇ-ବୁକର ଉନ୍ମୋଚନ କରଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ

ନାବାଳିକାକୁ ୬୫ ହଜାର ଟଙ୍କାରେ ବିକିଦେଲା ବାପା !

ବାଲେଶ୍ବର : ପଇସା ଆଗରେ ତୁଚ୍ଛ ହେଲା ବାପ ଝିଅର ସମ୍ପର୍କ। ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ବିକ୍ରି କରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ସିଂଲା ଥାନା ଅଞ୍ଚଳରେ।ବସ୍ତା ବ୍ଲକ, ଇଡ଼ଦା ପଞ୍ଚାୟତ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାବାଳିକା

ଦେଶରେ ୨୪ ଘଂଟାରେ ୯୭,୮୯୪ ଆକ୍ରାନ୍ତ ଚିହ୍ନଟ ଏବଂ ୧,୧୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ- ଦେଶରେ ଆଜି ସର୍ବାଧିକ ୯୭,୮୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧,୧୮,୨୫୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୦,୦୯,୯୭୬ ସକ୍ରିୟ ମାମଲା ରହିଥିବା ବେଳେ ୪୦,୨୫,୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି

ମାକୁ ପିଟି ମାରିଦେଲେ ୨ ନାବାଳକ

ଭୁବନେଶ୍ୱର- ମାକୁ ପିଟିପିଟି ମାରିଦେଲେ ୨ ନାବାଳକ । ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ବୋଲି ଜଣାପଡିଛି । ଏଭଳି ରୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳ ଏକ ଆପାର୍ଟମେଂଟରୁ । ଯାହାକି ଉକ୍ତ ସହରରେ ଚାଚଂଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ

ସେପ୍ଟେମ୍ବର ୨୧ରେ ଖୋଲିପାରିବନି ମାଧ୍ୟମିକ ବିଦ୍ୟାଳୟ

ଗୁଜୁରାଟ- ଆସନ୍ତା ୨୧ରେ ଗୁଜୁରାଟରେ ମାଧ୍ୟମିକ ବିଦ୍ୟାଳୟ ଖୋଲି ପରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୁଦସମା ଙ୍କ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି ।

ଶ୍ରୀନଗରରେ ପୁଣି ଏନକାଉଂଟର

ଶ୍ରୀନଗର- ଶ୍ରୀନଗରରେ ପୁଣି ଏନକାଉଂଟର । ଅଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ଏହି ଗୁଳିବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି ଓ ଜଣେ ସିଆରପିଏଫ ଅଫିସର ଆହାତ ହୋଇଛନ୍ତି । ଆଇଜି କାଶ୍ମୀର ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି । ମିଳିଥିବା

ଯାଜପୁର ଓ ପୁରୀ ଗ୍ରସ୍ତରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର- ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ୬ ଜଣୀୟା କେନ୍ଦ୍ରୀୟ ଟିମ ଯାଜପୁର ଓ ପୁରୀ ଗ୍ରସ୍ତ କରିଛନ୍ତି । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି, ଘର, ରାସ୍ତା ଘାଟ ଆଦିର ସ୍ଥିତି ଆକାଳନ କରିବେ । ପରେ ସେମାନେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ।

ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାର ପାର କରୋନା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୫୧,୮୨୪ କରୋନା ଟେଷ୍ଟ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୯୩୫୨ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୨,୩୬୬ ଓ ଟ୍ରୁନଟ ଟେଷ୍ଟ ୧୦୬ ରହିଛି ।

ରାଜ୍ୟରେ ଆଜି ୧୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହି ମୃତକଙ୍କୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ପୁରୀ ଓ ଖୋର୍ଦ୍ଧାରୁ ୪, ଗଜପତି ୨ ଓ କଟକ,

୨୪ଘଂଟାରେ ୪ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଖୋର୍ଦ୍ଧାରେ ୬୪୭ ପଜିଟିଭ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ୩୮୯ ରହିଛି । ସେହିପରି