ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ରଚାର !

ଭୁବନେଶ୍ୱର: କରୋନା କରାଳରେ ଆର୍ଥିକ ସଙ୍କଟରେ ପୀଡ଼ିତ ଅଭିଭାବକମାନଙ୍କୁ ସ୍କୁଲ୍ ଫିରୁ ରିହାତି ଦେବାଲାଗି ସମ୍ବଲପୁରର ଜଣେ ଓକିଲ ମହମ୍ମଦ ଆନସାରି, ଓଡିଶା ସରକାରଙ୍କୁ ପକ୍ଷ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟରେ ଚଓଖ ଫାଇଲ୍ କରିଛନ୍ତି । ପରେ ପରେ କଟକର ଆଉଜଣେ ଓକିଲ ପ୍ରହଲାଦ ରାଉତ,

ଶିଶୁ ସଂସାରର ବଡଭାଇ ନଦିୟା ବିହାରୀ ପରଲୋକ

କଟକ- ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର ଉପସ୍ଥାପକ ବଡଭାଇ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ଏ ସଂମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେ ଜଣେ

ଶିବ ଶପଥ କାର୍ଯ୍ୟକ୍ରମର ଶୁଭାରମ୍ଭ : ଜେପି ନଡ୍ଡା

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିନ ଅବସରରେ ବିଜେପି ସଭାପତି ଜେପି ନଡ୍ଡା ଶିବ ଶପଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଉତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀଶାନ୍ତଙ୍କ ବାସନ୍ଦ ଅବଧି ସରିଲା : ଖେଳିବାକୁ ପ୍ରସ୍ତୁତି

କୋଚି: ଗତ କିଛି ମାସ ହେଲା ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଶାନ୍ତାକୁମାରନ ଶ୍ରୀଶାନ୍ତ ଏହି ଦିନକୁ ଅପେକ୍ଷା କରିଥିଲେ -୨୦୨୦ ସେପ୍ଟେମ୍ବର ୧୩ । ଏହିଦିନ ବିସିସିଆଇ ଶ୍ରୀଶାନ୍ତଙ୍କ କ୍ରିକେଟ୍ ଖେଳିବା ଉପରେ ଲଗାଯାଇଥିବା ୭ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଯାଇଛି । ତେବେ

ଟାୱାର ଥିଲେ ବି ମିଳୁନି ସେବା, ମୁଣ୍ଡିଗଡ ଅଞ୍ଚଳବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବି ଏସଏନଏଲ ଟାୱାର । ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସିଂକ ସେବା ବିଳୁନାହିଁ । ସେଥିପାଇଁ ସୋମବାର ଗାଁ ଲୋକେ ବିଏସଏନଏଲ କାର୍ଯ୍ୟାଳୟରେ ଏସଡିଓଙ୍କୁ ଏହି ସଂକ୍ରାନ୍ତରେ ଏକ ଦାବୀ

ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ବିଜେପି ଷ୍ଟାର ପ୍ରଚାରକ

ମୁମ୍ବାଇ- ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ବିଜେପି ଷ୍ଟାର ପ୍ରଚାରକ । ନିକଟରେ ତାଙ୍କ ମା ବିଜେପିରେ ଯୋଗ ଦେଇଥିଲେ । ତେବେ ଏହାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ

ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନା ସଂକ୍ରମିତ

ଢେଙ୍କାନାଳ- ଢେଙ୍କାନାଳ ବିଧାୟକ ସୁଧୀର ସମାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂମ୍ପର୍କରେ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ କରୋନା ଟେଷ୍ଟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଆରମ୍ଭରୁ ଗୃହ ମୁଲତବି

ନୂଆଦିଲ୍ଲୀ- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କିନ୍ତୁ ଆରମ୍ଭରୁ ୩ଘଂଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଥିଲା । ମୁଲତବି ପରେ ପୁଣି ଥିରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ସ୍ପୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ନେଇ ମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ସେମାନେ ଏବେ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ

ଭୁବନେଶ୍ୱର : ପଂଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ । ସତ୍ୟନଗର ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଇଙ୍ଗ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ ଅନ୍ତିମ