ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ

ଭୁବନେଶ୍ୱର- ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ

୨୪ ଙ୍ଘଟାରେ ଗଲା ୧୨ ଜଣଙ୍କ ଜୀବନ

ଭୁବନେଶ୍ୱର- ରାଜ୍ୟରେ ଆଜି ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକ ୧୨ ଜଣଙ୍କ ମଧ୍ୟରୁ କଟକରୁ ୪, ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ, କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟରେ ଆଜି ୪ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ସର୍ବାଧିକ ୪,୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨୨ ଲୋକାଲ କେସ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୫୮,କଟକ ୩୬୭, ଅନୁଗୁଳ ୧୦୮, ବାଲେଶ୍ୱର ୧୩୦, ବରଗଡ ୯୫,

ତାଳଚେର ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା

ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସଗାରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଳ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି । ମାଲକାନଗିରି,

ଆଜିଠାରୁ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ । ସକାଳ ୯ ଟାରୁ ୧ଟା ପର୍ଯ୍ୟନ୍ତ ଲୋକସଭା ଅଧିବେଶନ ହେବାକୁ ଥିବା ବେଳେ ଅପରାହ୍ନ ୩ ଟାରୁ ୭ଟା ଯାଏ ରାଜ୍ୟସଭା ଅଧିବେଶନ ବସିବ । ଏହି ୧୮ ଦିନିଆ ଅଧିବେଶନ ଅକ୍ଟୋବର ୧ ତାରିଖ ଦିନ ଶେଷ ହେବ । ସାମାଜିକ

ମା’ଝିଅକୁ ଗଳାକାଟି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ଥାନାର ଶଙ୍କରପୁର ଧଳାଡିହି ସାହିରେ ଆଜି ଏକ ଅଭାବନିୟ ଘଟଣା ଘଟିଛି । ରାତିରେ ଶୋଇଥିବା ବେଳେ ୭ବର୍ଷର ଝିଅ ଓ ମାଆର ଗଳାକାଟି ଦୁର୍ବୃତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ ଦୁର୍ବୃତଙ୍କ ଆକ୍ରମଣରେ ୫ବର୍ଷର ପୁଅ

ସଚେତନତା ଲୋଡା

ଦେଶରେ କରେନା ଭୁତାଣୁ ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବା ବେଳେ ଦେଶର ୨୧୩ଟି ପ୍ରଭାବିତ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ଏବେ ତୃତିୟ ସ୍ଥାନରେ ରହିଛି । କହିବା ବାହୁଲ୍ୟ ଯେ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୭୦ ହଜାରରେ ପହଞ୍ଚି ଗଲାଣି । ଏହା ନିଶ୍ଚିତ ଯେ, ଭାରତ ଭଳି ଏକ ବିଶାଳ

ଜମି ବାଡ଼ି ବିବାଦରୁ ଆକ୍ରମଣ : ଜଣେ ଆହତ

ବାଲିକୁଦା: ଜମି ବାବାଦକୁ କେନ୍ଦ୍ର କରି ଆଜି ଦୁଇ ପରିବାର ମଧ୍ୟରେ ଗଣ୍ଡ ଗୋଳ ଘଟି ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ଆହତ ଜଣକ ହେଉଛନ୍ତି ବାଲିକୁଦା ଥାନା ଗରାମ ପଞ୍ଚାୟତ କୋଳଥପାଟଣା ଗାଁର ଆରତ ନାଥ(୫୩) ବୋଲି ଜଣା ପଡ଼ିଛି । ଆରତଙ୍କ ପରିବାର ସହିତ ସେହି ଗାଁର ତାଙ୍କ ପଡୋଶୀ । ମହାଦେବ

ଦୁର୍ଘଟଣାରେ ଆଇନଜୀବୀ ଆହତ

ବଅଁରପାଳ: ନାଲକୋ ଥାନା ତରଫରୁ ଏଫ.ସି.ଆଇ ଛକ ଠାରେ ହେଲମେଂଟ ଓ ମାସ୍କ ଯାଞ୍ଚ ପାଇଁ ଗାଡି ଗୁଡିକୁ ଅଟକାଇବା ପାଇଁ ପୋଲିସ ସ୍ପିଡ ବ୍ରେକର ବ୍ୟବହାର କରିଥିବା ବେଳେ ଦୁର୍ଘଟଣାରେ ଆଇନଜୀବୀ ଶ୍ର୍ରୀ ଶୀତାଂଶୁ ଶେଖର ନାଥ ଆହତ ହୋଇଛନ୍ତି । ଯାଞ୍ଚ ସ୍ଥଳ ପାଖାପାଖି ହୋଇଥିବା ସମୟରେ ପୋଲିସ