ବିକାଶ ଅପହଞ୍ଚ ବଙ୍ଗଳାସାହି ଓ ଘୁଟୁସାହି ; ୧୫୦ ପରିବାର ଲୋକ ପାଇଁ ବାଉଁଶ ପୋଲ ଭରସା

କେଶଦୁରାପାଳ : ସରକାର ଲୋକମାନଙ୍କର ଗମନା ଗମନର ସୁବିଧାପାଇଁ ବିଭିନ୍ନ ଯୋଜନାରେ ବିକାଶ  କରି ଥିବାବେଳେ ବାସ୍ତବରେ ଏହାର ଚିତ୍ର ଓଲଟା ହୋଇଥିବା ଦେଖିବାକୁ ମିଳିଛି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତଚମ୍ପାଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଘୁଟୁ ସାହି ଓ ବଙ୍ଗଳା

୨୦୨୦ ଭାରତୀୟ ଚାଷୀ ଓ ଚାଷକୁ କ୍ଷତି ପହଂଚାଇବ, ସମୀକ୍ଷା ଆବଶ୍ୟକ

ଭୁବନେଶ୍ୱର: ୨୦୨୦ ମାର୍ଚ୍ଚ ୨୩ରେ ରାଜ୍ୟସଭାରେ କୀଟନାଶକ ପରିଚାଳନା ବିଲ୍, ୨୦୨୦ ଉପସ୍ଥାପନ କରାଯାଇଛି । ୧୯୬୮ରେ ଲାଗୁ ହୋଇଥିବା ପୁରୁଣା କୀଟନାଶକ ନିୟମ, ୧୯୬୮ ବଳଦରେ ଏହାକୁ ଲାଗୁ କରାଯିବ । ପୁରୁଣା ନିୟମ ଅନୁସାରେ କୀଟନାଶକର ପିକରଣ, ଉତ୍ପାଦନ, ରପ୍ତାନି, ବିକ୍ରି ଓ ବ୍ୟବହାର ପିଚାଳିତ

ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ଫୁଲବାଣୀ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ କୁର୍ତମଗଡ ଠାରେ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନେର ଲଗାଯାଇଥିବା ରବିବାର ଦେଖିବାକୁ ମିଳିଛି। ଏଥିରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି । ଏଥିସହ ପୁଲିସ ଗୁଳିରେ ମୃତ

ସାମ୍ବାଦିକ ସ୍ଵର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ , ଜବାହରଲାଲ ନେହେରୁ ମହାବିଦ୍ୟାଳୟ , କୁଆଁପାଳ ଓ “ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା” ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମ ତୃତୀୟ ସୋପାନରେ

ନବନିଯୁକ୍ତ ଓଡିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ଵର : ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର କରୋନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ  ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ନମୁନା ଟେଷ୍ଟ

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ପରଲୋକ ହୋଇଛି । ତେବେ ମୃତ୍ୟୁ ବେଳକୁ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଗୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଛି । ରବିବାର ଦିଲ୍ଲୀ ଏମସରେ ତାଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିବା କାରଣରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଂଟିଲେଟରେ

ରେଡ଼ିଓ ଜକି ଐଶାନ ମହାପାତ୍ରଙ୍କ ପରଲୋକ

କଟକ : ଆକାଶବାଣୀ କଟକର ଏଫଏମ୍ ରେନବୋରେ ରେଡ଼ିଓ ଜକି ଭାବେ କାର୍ଯ୍ୟ କରୁଥିବା ଐଶାନ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବ ପ୍ରତିଭାବାନ ରେଡ଼ିଓ ଜକି ଐଶାନଙ୍କ ଦେହାନ୍ତ ହୋଇଛି। ସୂଚନାଅନୁସାରେ ୪ ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକର ଏକ

ପ୍ରଥମ ଆମେରିକୀୟ ଭାବେ ଆଇପିଏଲ୍‌ ଖେଳିବେ ଅଲୀ ଖାଁ

ଆବୁଧାବି: ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଜଣେ କ୍ରିକେଟର ଖେଳିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେଆର୍‍)ର ଫାଷ୍ଟବୋଲର ଅଲୀ ଖାଁ। ଅବଶ୍ୟ ଅଦ୍ୟାବଧି ଅଲୀ ଖାଁ କେକେଆର୍‍ ଦଳରେ ସାମିଲ ହୋଇନାହାନ୍ତି। ଇଂଲଣ୍ଡର ପେସ୍‍ ବୋଲର ହ୍ୟାରି ଗର୍ନି ଆହତ

କରୋନାରୁ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ କରିବା, ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା,