ଆର୍ଥିକ ଦୁର୍ଦଶାରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ନଇମୁଦ୍ଦିନ୍‌

କଲକାତା: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ସୟଦ୍‌ ନଇମୁଦ୍ଦିନ୍‌ ବର୍ତ୍ତମାନ ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା ଜଣାପଡ଼ିଛି। ୧୯୭୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ଫୁଟବଲ ଦଳର ଅଧିନାୟକ, ପୂର୍ବତନ ଜାତୀୟ ପ୍ରଶିକ୍ଷକ, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ

ପୁଣି ଜନନୀ ଯନ୍ତ୍ରଣା; ଚିକିତ୍ସା ନ ପାଇ ଆଖିବୁଜିଲେ ଗର୍ଭବତୀ

କେନ୍ଦୁଝର ସଦର: ଜିଲାରେ ଗରିବ ଲୋକ ସ୍ବାସ୍ଥ୍ୟସେବା ନ ପାଇ ଅକାଳରେ ପ୍ରାଣ ହରାଉଛନ୍ତି। ସେହିଭଳି ଚ଼ିକିତ୍ସା ଅବହେଳାରୁ ଗର୍ଭବତ଼ୀ ମାନେ ଅସହ୍ୟ ଯନ୍ତ୍ରଣାର ଶିକାର ହୋଇ ପ୍ରାଣ ହରାଇବା ନିତ଼ିଦିନିଆ ଘଟଣାରେ ପରିଣତ ହୋଇଛି। ତ଼େବେ ଏଥିପ୍ରତ଼ି ଜିଲା ପ୍ରଶାସନ ଯତ୍ନବାନ ହେଉ ନଥିବା ଅଭିଯୋଗ

୨୪ଘଣ୍ଟାରେ ଲଘୁଚାପ : ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷାର ସମ୍ଭାବନା ରହିଛି। ଗତ ସପ୍ତାହରେ ଲଘୁଚାପ

ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ରବିବାର ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଯାହା ଦୁର୍ଗାପୁର-ବଙ୍କା ଖଣ୍ଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଏଥି ସମେତ

ରାଜ୍ୟରୁ ୧୦ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର : ରାଜ୍ୟରୁ ଆଉ ୧୦ ଜୀବନ ନେଇଛି ଏହି ମହାମାରୀ କରୋନା । ରବିବାର ମୃତୁ୍ୟ ବରଣ କରିଥିବା ୧୦ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୬୨୬ରେ ପହଂଚିଛି । ତେବେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତୁ୍ୟ ବରଣ

ରାଜ୍ୟର ୩୦ ଜିଲାରୁ ଆଉ ୩୯୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଥିଲେ ମଧ୍ୟ କରୋନା ସଂକ୍ରମଣ ବୋଲ ମାନୁନାହଁ। ଏହାରି ମଧ୍ୟରେ ରବିବାର  ରାଜ୍ୟର ୩୦ ଜିଲାରୁ ଆଉ ୩

ନିଟ୍‌: ରାଜ୍ୟର ୩୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଭୁବନେଶ୍ୱର: ନ୍ୟାସନାଲ୍‍ ଟେଷ୍ଟ୍ରିଂ ଏଜେନ୍ସି(ଏନ୍‍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍‍ ଏଲିଜିବିଲିଟି କମ୍‍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‍ଇଇଟି)ୟୁଜି ପରୀକ୍ଷା ଆସନ୍ତାକାଲି (ରବିବାର) ଅନୁଷ୍ଠିତ ହେବ। ଡାକ୍ତରୀ ପାଠ୍ୟକ୍ରମ ଏମ୍‍ବିବିଏସ୍‍ ଏବଂ ବିଡିଏସ୍‍ରେ ନାମ ଲେଖାଇବା ପାଇଁ

ଦୁଇ ଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଆସିକା : ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସମ୍ପେଇତପୁର ଗାଁରେ । ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡା ପୋଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି । ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଲକ୍ଡାଉନରେ ୧.୭୫ଲକ୍ଷ ଘର ନିର୍ମାଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ୧.୭୫ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଗୃହର ଉଦଘାଟନ କରିଛନ୍ତି । ଗ୍ରାମଞ୍ଚଳର ଗରିବଙ୍କ ପାଇଁ କେନ୍ଦ୍ରର ଆବାସ

ରାୟଗଡାରେ ଦିନକରେ ୧୦୫ ପଜିଟିଭ୍

ରାୟଗଡା: ରାୟଗଡା ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଜି ଦିନକରେ ୧୦୫ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ୬ ହଜାର ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଜିଲ୍ଲାରୁ ୧୦୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ପୁରୁଷ ଏବଂ