ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ: ଓଡିଶାରେ ସୌରଭ ଟପ୍ପର

ଭୁବନେଶ୍ୱର- ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଓଡିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ ତମ ସ୍ଥାନ ହାସଲ କରିଛନ୍ତି । ମୋଟ ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାର

ଗଡିଲା ୩ଟି ସ୍ପେସିଆଲ ଟ୍ରେନ

ଭୁବନେଶ୍ୱର- ଗଡିଲା ୩ଟି ସ୍ପେସିଆଲ ଟ୍ରେନ । ପୁରୀ- ଅହମଦାବାଦ, ପୁରୀ-ଗାନ୍ଧିଧାମ ଓପୁରୀ-ଓଖାକୁ ଗଡିବ । ପୁରୀ-ଅହମଦାବାଦକୁ ସପ୍ତାହକୁ ୪ ଦିନ, ପୁରୀ- ଗାନ୍ଧିଧାମ ଏବଂ ପୁରୀ- ଓଖା ଟ୍ରେନ ସପ୍ତାହକୁ ଥରେ ଲେଖାଏ ଚାଲିବ ବୋଲି ଇଷ୍ଟ କୋଷ୍ଟା କହିଛନ୍ତି । କରୋନା ମହାମାରୀ ପାଇଁ ଦୀର୍ଘ ୫

ଚେଲ୍ଲାକୁମାର ଓଡ଼ିଶା କଂଗ୍ରେସ ନୂଆ ପ୍ରଭାରୀ

ନୂଆଦିଲ୍ଲୀ : ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଡକ୍ଟର ଚେଲ୍ଲାକୁମାର ଗୋଆ କଂଗ୍ରେସ ସଂଗଠନ ଦାୟିତ୍ୱରେ ରହିଥିଲେ। ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଉଥିବା ଜିତେନ୍ଦ୍ର

ଅକ୍ଟୋରରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ

ଭୁବନେଶ୍ୱର- ଅକ୍ଟୋବରରେ ନନ୍ଦନକାନନ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି । ଏନେଇ ନନ୍ଦନକାନନ ନିର୍ଦେଶକ ଶଶି ପଲ ସୂଚନା ଦେଇଛନ୍ତି । ତେବେ କେଉଁ ଦିନ ଖୋଲିବ ସେ ନେଇ ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ହୋଇନି । ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି ପ୍ରସ୍ତୁତ କରାଯିବ । ନନ୍ଦନକାନନ ଭିତରେ

ରିଆଙ୍କୁ ମିଳିଲାନି ଜାମିନ

ମୁମ୍ବାଇ - ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ତାଙ୍କ ଭାଇ ସୌଭିକ ଓ ଅନ୍ୟ ଅଭିଯୁକ୍ତଙ୍କ ଆବଦେନକୁ ମଧ୍ୟ ଖାରଜ କରାଯାଇଛି । ସେ ଆବେଦନରେ ଉଲ୍ଲେଖ

ସ୍ୱାଭାବିକ ହେଲା ଟ୍ରୋନ ସେବା

ଭୁବନେଶ୍ୱର- ଏଣିକି ସବୁଦିନ ଗଡିବ ଟ୍ରୋନ । ଆସନ୍ତା କାଲିଠାରୁ ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ ଲକଡାଉନ ହଟିବାରୁ ବାତିଲ ଟ୍ରୋନ ଗୁଡିକ ପୂର୍ବପରି ଚାଲିବ ବୋଲି ପୂର୍ବତଟ ରେଲୱେ କହିଛନ୍ତି ।

୧୪ରୁ ମାଟ୍ରିକ ସପ୍ଳିମେଂଟାରୀ

ଭୁବନେଶ୍ୱର- ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଳିମେଂଟାରୀ ପରୀକ୍ଷା ଓ ଓପନ ସ୍କୁଲ ସପ୍ଳିମେଂଟାରୀ ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୨୨, ୬୪୯ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଂଟାରୀ ଦେବା ସହ ୧୨,୯୩୯ ଜଣ

ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ: ଅଶିତ ତ୍ରିପାଠୀ

ଭୁବନେଶ୍ୱର- ବାଲେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିବା ସହ ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ ପୁଣି ଏକ କୋଭିଡ ହସ୍ପିଟାଲ କରାଯିବା ନେଇ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଆଇସିୟୁ ଏବଂ ଓଟି ବ୍ୟବସ୍ଥା ମଧ୍ୟ ରହିବ । ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ଯୋଗାଇ ଦେବା

୧୩ ତାରିଖ ଦିନ ୟୁନିଟ-୧ ମାର୍କେଟ ବନ୍ଦ

ଭୁବନେଶ୍ୱର- ନିଟ ପରୀକ୍ଷା ପାଇଁ ୧୩ ତାରିଖରେ ଦିନ ୧୧ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୟୁନିଟ-୧ ପରିବା ହାଟକୁ ବନ୍ଦ କରିବାକୁ ବିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ୟୁନିଟ-୧ ରେ ଥିବା ମଦରସ୍ ପବ୍ଳିକ ସ୍କୁଲ ନିଟ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି । ତେଣୁ ଗହଳିକୁ ଏଡାଇବା

ନୂଆ ଯୁଗ ପାଇଁ ନୂଆ ମନ୍ତ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ସମୟରେ ଛାତ୍ରଛାତ୍ରୀ ସେହି ଭାଷା ଉପରେ ଅବଗତ ହେଉଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ । ପାଢପଠିବା ସହିତ ଗୋଟିଏ ବିଷୟ ଉପରେ ପଙ୍ଗାନୁପୁଙ୍ଗ ଚିନ୍ତା କରିବା ଦରକାର ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।