ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା

ମୁମ୍ବାଇ- ଆଜି ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ରେକ୍ଟର ସ୍କେଲରେ ଏହି ତ୍ରିବତା ୩.୫ ରହିଥିଲା ବୋଲି ଏନସିଏସ ପକ୍ଷରୁ କୁହାଯାଇଛି । ଉତର ମୁମ୍ବାଇ ଠାରୁ ୯୮ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷତି ହୋଇନାହିଁ ବୋଲି ସୂଚନା

ଦେଶର ୬୯ ପ୍ରତିଶତ ସହର ବାସୀ କରୋନା ସଂକ୍ରମିତ: ଜାତୀୟ ସେରୋ ସର୍ଭେ

ନୂଅଦିଲ୍ଲୀ- ଦେଶର ଗ୍ରାମାଂଚଳରେ ବସବାସ କରୁଥିବା ୬୯ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେଉଛନ୍ତି । ଜାତୀୟ ସେରୋ ସର୍ଭେ ରିର୍ପୋଟରୁ ଏହା ଜଣାପଡିଛି । ଏଥି ମଧ୍ୟରୁ ବସ୍ତି ଅଂଚଳରୁ ୧୫.୯ ହୋଇଥିବା ବେଳେ ୧୪,୬ ଗ୍ରାମାଂଚଳ ଲୋକ ରହିଛନ୍ତି ।

ଗାଁ ମାଟିରେ ସରିଲା ଶେଷକୃତ୍ୟ ସମ୍ପନ

ଭୁବନେଶ୍ୱର- ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଗାଁ ମାଟିରେ ସରିଲା ସହିଦ ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ସମ୍ପନ । ଗତକାଲି ରାତିରେ ସହୀଦ ଦେବାଶିଷଙ୍କ ମର ଶୀରର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ ଅଙ୍ଗପଡା ଗାଁରେ ପହଂଚି ଥିଲା । ଶହଶହ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ

ଭୁବନେଶ୍ୱର- ଗତ କିଛି ଦିନ ହେବ ମନ୍ତ୍ରୀ ଓ ବିଧାୟକ ମାନେ ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ହୋମଆଇସୋଲେସନରେ ଅଛନ୍ତି ଓ ତାଙ୍କ

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୧୧ ଜଣ କରୋନାରେ ଅଖିବୁଜିଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତ୍ୟକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀ ୩, ମୟୂରଭଞ୍ଜ୨, କୋରାପୁଟ, କଳାହାଣ୍ଡି, କଟକ ଓ

ସୃଷ୍ଟି ହୋଉଛି ଘୂର୍ଣ୍ଣିବଳୟ: ଓଡିଶାରେ ପ୍ରବଳ ଛେଚିବ

ଭୁବନେଶ୍ୱର- ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଆଭ୍ୟନ୍ତରୀଣ ଓଡିଶା ଉପକୂଳ ଓଡିଶାରେ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । କୋରାପୁଟ, ମାଲକାନଗିରି, ଗଜପତି,

ଦିନକରେ ୩୯୯୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ଦିନକରେ ୩୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୩୫୯ ଓ ସ୍ଥାନୀୟ ସଂକ୍ରମିତ ୧୬୩୭ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହା କୁହାଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୦୬, କଟକ ୩୫୪,

ପ୍ରାକାଶ ପାଇପାରେ ଜେଇଇ ମେନ ରେଜଲ୍ଟ

ନୂଆଦିଲ୍ଲୀ- ଆଜି ପ୍ରକାଶ ପାଇପାରେ ଜେଇଇ ମେନ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ରେଜଲ୍ଟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଜେଇଇମେନ.ଏନଟିଏ.ଏନଆଇସି.ଆଇଏନରେ ପରୀକ୍ଷାର୍ଥୀ ପରୀକ୍ଷା ଫଳ ଦେଖିପାରିବେ । କରୋନା ଲକଡାଉନ ପାଇଁ ଚଳିତ ବର୍ଷ ବିଳମ୍ବରେ ଜେଇଇ ମେନ ପରୀକ୍ଷା

ଛାଡ ହୋଇପାରେ ସ୍କୁଲ ଫି

ଭୁବନେଶ୍ୱର- ଛାଡ ହୋଇପାରେ ସ୍କୁଲ ଫି । ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ । ଉଭୟ ପକ୍ଷକୁ ନେଇ ବୈଠକ ପରେ ସ୍କୁଲ ଫି ଛାଡ ନେଇ ନିଷ୍ପତି ହୋଇଛି । ରାଜସ୍ଥାନ ସରକାର ଯେଉଁ ଢାଂଚାରେ ସ୍କୁଲ ଫି ଛାଡ କରିଛନ୍ତି

ବାଲେଶ୍ୱର: ଦିନକରେ ୯୨ ପଜିଟିଭ୍

ବାଲେଶ୍ୱର: ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତୁ୍ୟ ଅନୁପାତ କମ ଥିଲେ ବି ଗତ କିଛିଦିନ ଧରି ବଢ଼ୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ଗତ ୨୪