ବିଦ୍ୟାର୍ଥୀମାନଙ୍କୁ ଯୋଗାଇ ଦିଆଗଲା ପାଠ୍ୟ ଉପକରଣ

ଯାଜପୁର: ଉକ୍ରଳ ବିପନ୍ନ ସହାୟତା ସମିତି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାଜପୁର ଜିଲ୍ଲା ତରପରୁ ବନ୍ୟାଚଂଳର ବିପନ୍ନ ପରିବାରରେ ଥିବା ବିଦ୍ୟାର୍ଥିମାନଙ୍କୁ ସ୍କୁଲ ବ୍ୟାଗ, ଖାତା, କଲମ, ପେନସିଲ ଆଦି ବିତରଣ କରାଯାଇଛି । ୟୁବିଏସ୍ଏସ୍ ତରଫରୁ ଦିଆଯାଉଥିବା ଏହି ସାହାର୍ଯ୍ୟ ସହଯୋଗକୁ

ଶୁଖୁଆଖଳା ଠାରେ ୟୁବିଏସ୍ଏସ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

କଟକ: କଟକ ଜିଲ୍ଲା ବାଙ୍କୀର ଶୁଖୁଆଖଳା ଠାରେ ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୨୫୦ଜଣ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଛି । ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ସ୍ୱୟଂସେବକମାନଙ୍କ ଦ୍ୱାରା ଶୁଖୁଆଖଳା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ

ନାଲକୋ ଅଞ୍ଚଳରେ ବଜ୍ରଘାତରେ ଦୁଇ ମୃତ

ବଅଁରପାଳ: ବୁଧବାର ଦିନ ୪ଘଟିକା ସମୟରେ ନାଲକୋ ନଗର ଥାନା ଅଞ୍ଚଳ ଅମାନ୍ତପୁର ଗ୍ରାମ ରାସ୍ତା ଦେଇଯାଇଥିବା ଏକ ଆମ୍ବ ଗଛ ମୂଳରେ ବଜ୍ରପାତ ଘଟି ଦୁଇ ଯୁବକ ମୃତ୍ୟୁ ହୋଇଛି । ଘଟଣାର ପ୍ରକାଶ ସିପିପି ଟାଙ୍କି ହଟିଙ୍ଗ ବାସିନ୍ଦା ଦାସରଥ ମୁର୍ମୁ(୩୦), ରାମ କିଶକୁ(୨୫), ଶୌଚ ହେବା ପାଇଁ ଯାଇଥିବା

ନାଲକୋ କ୍ୱାଟର ଆବଂଟନରେ ବ୍ୟାପକ ଦୁର୍ନୀତି, କର୍ମଚାରୀଙ୍କ ମହଲରେ ଅସନ୍ତୁଷ୍ଟ?

ଅନୁଗୁଳ : ଗତ ୨୦/୦୮/୨୦୨୦ରେ ନୋଟିସ ମାଧ୍ୟମରେ ଅର୍ଡର ବାହାରିଥିଲା, କିନ୍ତୁ କଣ ଏମିତି ସମସ୍ୟା ହେଲା ଯେ, ଅର୍ଡରକୁ ପୁଣି ସ୍ଥଗିତ କରାଗଲା ବୋଲି ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏବଂ ଏଥିରେ ନାଲକୋର ବରିଷ୍ଠ ପଦାଧିକାରୀ ଏବଂ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତାଙ୍କ ମଧୁଚନ୍ଦ୍ରିକା

ସ୍ୱପ୍ନା ଟିଭିର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ । ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର । ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ । ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ ବ୍ୟର୍ଥ ଯିବନି । ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିବାକୁ

ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ଅନେକ ଡିଜିଟାଲ୍ ବ୍ୟବସ୍ଥା ଗ୍ରାହକ ଅନୁଭୂତିକୁ ଉନ୍ନତ କରିଛି

ଭୁବନେଶ୍ୱର : କରୋନା ମହାମାରୀ ଆମେ ଯେଉଁ ଦୁନିଆକୁ ପୂର୍ବରୁ ଜାଣିଥିଲେ ତାହାର ସଂଜ୍ଞା ବଦଳାଇ ଦେଇଛି । ଆମେ ନୂତନ ସ୍ୱାଭାବିକ ସମୟରେ ପ୍ରବେଶ କରୁଥିବା ବେଳେ ଗ୍ରାହକ ଡିଜିଟାଲ୍ ବ୍ୟାଙ୍କିଙ୍ଗର ଚିନ୍ତାଧାରା ବଦଳିଗଲାଣି । ମହାମାରୀ ପରେ ଏଥିରେ ବଡ଼ ଧରଣର ପରିବର୍ତନ ଘଟିବ । ଡିଜିଟାଲ୍

ବିପିସିଏଲ୍ ଘରୋଇକରଣ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ବିଜେପି ସରକାର ବିପିସିଏଲ୍ର ଘରୋଇକରଣ ନୀତି ବିରୋଧରେ ସ୍ଥାନୀୟ ମାଷ୍ଟର କ୍ୟାତିନଠାରେ ଏଆଇସିସିଟିୟୁ ଏବଂ ଟିୟୁସିସି ତରଫରୁ ମିଳିତ ଭାବରେ ବିରୋଧ କରାଯାଇଛି । ବିପିସିଏଲ୍ ନବରତ୍ନମାନଙ୍କ ମଧ୍ୟରୁ ଲାଭରେ ଚାଲୁଥିବା ଗୋଟିଏ ଉଦ୍ୟୋଗ । ବାର୍ଷିକ ୭ ହଜାର କୋଟି ଟଙ୍କା ଲାଭରେ

ଯୋଗାଣ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ(ଚିଫ୍ ସିଏସଓ)ଙ୍କ ଅଭଦ୍ରୋଚିତ ବ୍ୟବହାରରେ ଅତିଷ୍ଠ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଠାରେ ଆଜି ଅଭିଯୋଗ ଉଠାଇବା ସହ କଲମଛାଡ଼ ଆନ୍ଦୋଳନର ଚେତାବନୀ ଦେବା ଘଟଣା ଜିଲ୍ଲାର ସରକାରୀ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ

ଏନ୍ଏକ୍ସଟି ଡିଜିଟାଲର ପ୍ରଥମ ୩ମାସ ରାଜସ୍ୱ ଆୟରେ ବୃଦ୍ଧି

ଭୁବନେଶ୍ୱର: ଏନ୍ଏକ୍ସଟି ଡିଜିଟାଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କରୋନା ମହାମାରୀ ଦ୍ୱାରା ଏହି ତିନି ମାସର କାରବାର ଗୁରୁତର ପ୍ରଭାବିତ ହୋଇଥିବା ସତ୍ୱେ କଂପାନି ରାଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ୨୦୨୦ର

ସିଲଭର ଲେକ୍ ୭,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ରିଲାଏନ୍ସ ରିଟେଲ୍ ଭେଂଚର୍ସରେ୍

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସିଲଭର ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କା ନିବେଶ