ଭୁବନେଶ୍ୱରରେ ଆପ୍ଳାଇ ହେବ ଗଞ୍ଜାମ ଫର୍ମୁଲା
ଭୁବନେଶ୍ୱର- ଭୁବନେଶ୍ୱରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଏହି ସଂକ୍ରଣରେ ରୋକ ଲଗାଇବା ପାଇଁ ଭୁବେନଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ପାରୁଲ ପଟୱାରୀ ଏନେଇ ସୂଚନା!-->…