ଯୁବଛାତ୍ର ସଂଗଠନ ତରଫରୁ ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ପାଳିତ
ନୟାହାଟ: ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ଉପଲକ୍ଷେ କାକଟପୁର ଯୁବଛାତ୍ର ସଂଗଠନ' ଓ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର୍ ଭଲ୍ୟୁଟାରୀ ୱାର୍କ' ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା କାକଟପୁର ବ୍ଲକ୍, ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ମହାଦେବବସ୍ତ ଗ୍ରାମରେ ଏକ ସଚେତନତାମୂଳକ!-->…