ପିତୃ ପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ

ଭୁବନେଶ୍ୱର : ସାମନ୍ତ୍ରାପୁର ପାଦଗୟା ସୂକ୍ଷେ୍ମଶ୍ୱର ପୁଷ୍କରିଣୀ ନିକଟରେ ସୂକ୍ଷେ୍ମଶ୍ୱର ବରିଷ୍ଠ ନାଗରିକ କମିଟି ପକ୍ଷରୁ ପିତୃ ପକ୍ଷରେ ପିତୃପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନର ସମ୍ପାଦକ ଲିଙ୍ଗରାଜ ସାହୁ

ବାଲିପାଟଣା ବ୍ଲକରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଯୁବକଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କର ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରିତ ପାତ୍ରଙ୍କ ପକ୍ଷରୁ ଆଜି ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବଟକୃଷ୍ଣ ରାଉତରାୟଙ୍କ ସହାୟତାରେ ବାଲିପାଟଣା ବ୍ଲକର ବେଲମରା, ଟିକିପଡ଼ା,

ରେଳବାଇରେ ଖାଲି ୧ ଲକ୍ଷ ୪୦ ହଜାର ପଦବୀ ଡିସେମ୍ବର ୧୫ରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ନୂଆଦିଲ୍ଲୀ: ନୂଆ ନିଯୁକ୍ତି ଓ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଯୁକ୍ତି ଆଶୟୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଖାଲି ପଡିଥିବା ୧ ଳକ୍ଷ ୪୦ ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ

ଇମ୍ଫା ଖଣି ପରିଚାଳନା ସମସ୍ୟାର ସମାଧାନ : ସୋମବାର ଠାରୁ କାର୍ଯ୍ୟକ୍ଷମ ହେଲା

ଯାଜପୁର :ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏକ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ଇମ୍ଫା ଖଣି ପରିଚାଳନା ସଂପର୍କିତ ସମସ୍ୟାର ସମାଧାନ କରାଯାଇ ଅଛି । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପକ୍ଷ ସମସ୍ୟାର ସମାଧାନ ସହ

‘ସ୍ପୁଟନିକ୍-ଭି’ ନେବାକୁ ଭାରତକୁ ରୁଷ୍ର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ସାର୍ବଜନୀନ ବ୍ୟବହାର ନିମନ୍ତେ ବିଶ୍ୱର ପ୍ରଥମ ତଥା ରୁଷ ଦ୍ୱାରା ବିକଶିତ ‘ସ୍ପୁଟନିକ୍-ଭି’ ନାମକ ଟିକାର ସହପ୍ରସ୍ତୁତି ଓ ସହଯୋଗାଣ ପାଇଁ ମସ୍କୋ ପ୍ରଶାସନ ନୂଆଦିଲ୍ଲୀ ପ୍ରତିକ୍ଷଙ୍କୁ

ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଡିସିପିଙ୍କୁ ଦାବିପତ୍ର ଦେଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଳି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ୪୮ ଘଂଟା ମଧ୍ୟରେ ଭୁବନେଶ୍ୱରରେ ହୋଇଥିବା ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମର ମୁଖ୍ୟ ଆସାମୀକୁ ଗିରଫ କରିବାକୁ ଦାବି ପତ୍ର ଦେବା ସହ ଏହାର

ଚୀନ୍ କମ୍ପାନିର କର୍ମଚାରୀ ନେଉଛନ୍ତି ସିନୋଭାକ୍ ଟିକା

ନୂଆଦିଲ୍ଲୀ: ଚୀନ୍ର ଭେଷଜ କମ୍ପାନି ସିନୋଭାକ୍ ବାୟାଟେନ୍ ଦ୍ୱାରା ବିକାଶିତ ଏକ କୋଭିଡ୍ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିଲେ ହେଁ ସରକାରଙ୍କ ଅନୁମତି କ୍ରମେ ଉକ୍ତ କମ୍ପାନିର କର୍ମଚାରୀ ଏବଂ ମେସାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଜି ଏବିଭିପି ଢେଙ୍କାନାଳର ଏକ ପ୍ରତିନିଧି ଦଳ ନଗର ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ୨୧ ତାରିଖରୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜିର ହେବାକୁ ଥିବା ପରୀକ୍ଷା ପାଇଁ ପିଲା ମଧ୍ୟରେ ଥିବା

୨୦୨୫ ପୂର୍ବରୁ ଗଡ଼ିବନି ରେଳ ତାଳଚେରରୁ ବିମଳାଗଡ

ଅନୁଗୁଳ: ପଦ୍ମ ଘୁଂଚିଲା ଭଳି ଘୁଂଚିଘଂଚି ଯାଉଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟା ୨୦୨୨ ଡିସେମ୍ବରରେର ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଂଚିଯାଇଛି ଆଉ ତିନି ବର୍ଷ । ୫ ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା

ରାସ୍ତା ନିର୍ମାଣର ବିଳମ୍ବତା ନେଇ ଜେବିପି ପକ୍ଷରୁ ରାସ୍ତା ବନ୍ଦ ଡାକରା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ…

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଠାରେ କାର୍ଯ୍ୟରତ ଯୋଡା ବିକାଶ ପରିଷଦ ନିଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ଆଗଭର । ଯୋଡା ପୌରପାଳିକା ଅନ୍ତର୍ଗତ ପୁରୁଣା ଏନଏସି ଗେଟ୍ ହିନ୍ଦୀ ହାଇସ୍କୁଲ ଠାରୁ