ୟୁଏସ୍‍ ଓପନ୍‍ରୁ ଜୋକୋଭିକ୍‍ ନିଲମ୍ବିତ

ନ୍ୟୁୟର୍କ : ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ୧ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୟୁଏସ୍‍ ଓପନ୍‍ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇ ନିଲମ୍ବିତ ହୋଇଛନ୍ତି। ରବିବାର

ହୀରାକୁଦ ଡ୍ୟାମକୁ ଖସିଲା ହାଇୱା : ୩ ନିଖୋଜ

ସମ୍ବଲପୁର- ସମ୍ବଲପୁର ରେଙ୍ଗାଲି ଆଡୁ ଲଖନପୁର ଅଂଚଳକୁ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ହାରଂପେଲା ସେତୁ ହୀରାକୁଦ ଜଳଭଣ୍ଡାରକୁ ଖସି ପଡିଛି । ଫଳରେ ତିନି ଜଣ ନିଖୋଜ ଥିଲେ । ସେମାନଙ୍କ ଭିତରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଆଦିତ୍ୟ ସାହୁ । ବର୍ତମାନ ସୁଦ୍ଧା

ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହେଲେ ରିଆ ଚକ୍ରବତି

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଗିରିଫ ହେଲେ ରିଆ ଚକ୍ରବର୍ତିୀ । ଗତ ୩ ଦିନ ମାରାଥନ ଜେରାପରେ ଏନସିପି ତାଙ୍କୁ ଗିରଫ କରିଛି । ପୂର୍ବରୁ ରିଆଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କ ଗିରିଫ କରିଛି ଏନସିପି ।

କୋଭିଡ ସ୍ଥିତର ମୁକାବିଲା ପାଇଁ ରାଉକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲା ଓ ରାଉଲକେଲା ସହରରେ କିଭଳି କୋଭିଡ ପରିଚାଳନା ହେଉଛି ତାହାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚି ଓ ସ୍ୱାସ୍ଥ୍ୟ ବିଭାଗର ନିଦେର୍ଶକ ଡ. ସିବିକେ ମହାନ୍ତି ରାଉଲକେଲା ଗସ୍ତରେ ଯାଇଛନ୍ତି । ସୂଚନାମୁତାବକ

ମୋଦୀଙ୍କ ଆହ୍ୱାନ, କୁପୋଷଣ ଦୂର ପାଇଁ ସଚେତନତା ଜରୁରୀ

ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସକାଶେ ସମସ୍ତେ ଏକଜୁଟ୍‍ ହୋଇ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହା ନାରୀଶକ୍ତି ଓ ଯୁବଶକ୍ତିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିକଶିତ

ଗଠନ ହେଉନି ବିଜ୍ଞାପନ ଯାଞ୍ଚ କମିଟି, ବିଳମ୍ବ ନେଇ ଅସନ୍ତୋଷ

ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ବନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ। କର୍ଣ୍ଣାଟକ, ଗୋଆ, ମିଜୋରାମ୍‍ ଏବଂ ନାଗାଲାଣ୍ଡ ପୂର୍ବରୁ ଏହି ରାଜ୍ୟ ସ୍ତରୀୟ କମିଟି ଗଠନ କରିସାରିଛନ୍ତି ଏବଂ

ଲଦାଖର ଆଗୁଆ ଘାଟିରେ ଆଇଟିବିପି ନିୟୋଜିତ କଲା ମହିଳା ଡାକ୍ତର

ପ୍ରଥମ ଥର ପାଇଁ ଭାରତ-ତିବ୍ଦତ ସୀମା ପୁଲିସ ମହିଳା ଡାକ୍ତରମାନଙ୍କୁ ଲଦାଖରେ ନିୟୋଜିତ କରିଛି। ଲେହରୁ ସୈନ୍ୟ ପଠାଇବା ଠାରୁ ଆରମ୍ଭ କରି ଆଗୁଆ ଘାଟିରେ ସେମାନଙ୍କର ଯତ୍ନ ନେବା ପର୍ଯ୍ୟନ୍ତ ସବୁକିଛି ମହିଳା ଡାକ୍ତରମାନେ ପରିଚାଳନା କରିବେ। ସୀମାରେ ଉତ୍ତେଜନାମୂଳକ ପରିସ୍ଥିତିକୁ ବିଚାରକୁ

ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକ

ନୂଆଦିଲ୍ଲୀ: ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି। ତାଙ୍କ ପରଲୋକରେ ତେଲୁଗୁ ସନେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ

ଶ୍ରମିକ ଟ୍ରୋନ ଚାଲୁ କରିବା ପାଇଁ ରେଲମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର- ପୁଣିଥରେ ଶ୍ରମିକ ସ୍ପୋଶାଲ ଟ୍ରୋନ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଲକଡାଉନ ପରେ ସ୍ଥିତିରେ ସୁଧାର ଆସିଛି । ତେଣୁ ଫେରିଥିବା ଶ୍ରମିକ ମାନେ ଏବେ କର୍ମକ୍ଷେତ୍ର ଆଡେ ମୁହାଁଉଛନ୍ତି । ତେବେ ଏଭଳି

ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ

ନୂଆଦିଲ୍ଲୀ- ଆତଙ୍କବାଦୀ ହରିୟଣା ରେଳ ଷ୍ଟେସନକୁ ବମିଂ କରି ଉଡାଇ ଦେବାକୁ ଟାର୍ଗେଟ କରିଛନ୍ତି । ସୂଚନା ମିଳିବା ପରେ ହରିୟଣାର ବିିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଳବାଇ ପୋଲିସ ରେଲୱେ ପ୍ରୋଟେକ୍ସନ ଫୋର୍ସକୁ ଜଣାଇବା ପରେ ଉଭୟ ପୋଲିସ ପକ୍ଷରୁ