ବର୍ଷାଙ୍କ ଭିଡିଓ ସୁଟ୍ କରିଥିବା ୨ ଯୁବକ ଅଟକ

ଭୁବନେଶ୍ୱର- ଗତକାଲି ବର୍ଷାଙ୍କ ବେଡରୁମରେ ପଶି ଭିଡିଓ ସୁଟିଂ କରୁଥିବା ୨ ଯୁବକଙ୍କୁ ପୁରୀଘାଟ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦୁଇ ଯୁବକ ଅନୁଭବଙ୍କ ଘରେ କମେ କରୁଥିବା ବେଳେ ଗତକାଲି ମଧ୍ୟାହ୍ନରେ ବର୍ଷାଙ୍କୁ ଖାଇବାକୁ ଦେବାକୁ ଯାଇଥିଲେ । ସେହି ସମୟରେ ଭିଡିଓ ସୁଂଟି

ଶାଶୁଘର ଛାଡିବେନି ବର୍ଷା

ଭୁବନେଶ୍ୱର- ଶାଶୁଘର ଛାଡିବେନି ବର୍ଷା । ବର୍ଷାଙ୍କ ଓକିଲ ରାମକୃଷ ରଥ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ । ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହୁଁଛନ୍ତି ଓ ନିଜ ସ୍ୱାମୀଙ୍କୁ ସୁପଥକୁ ଆଣିବା ପାଇଁ କହିଛନ୍ତି । ଘରୋଇ

କଙ୍ଗନାଙ୍କ ଅଫିସ ସାମ୍ନାରେ ବିଏମସିର ନୋଟିସ

ମୁମ୍ବାଇ- କଙ୍ଗନାଙ୍କ ଅଫିସ ସାମ୍ନାରେ ବିଏମସି ନୋଟିସ ଲଗାଇଛି । କଙ୍ଗନାଙ୍କ ଅଫିସ ବେଆଇନ ଭାବେ ନିର୍ମାଣ କରାଯାଇଛି ଏବଂ ବାଲକୋନୀକୁ ରୁମ ଭଳିଆ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନିୟମକୁ ବି ଉଲ୍ଲଂଘନ କରିଛନ୍ତି ବୋଲି ବିଏମସି ତାଙ୍କ ନେଟିସରେ ଉଲ୍ଲେଖ କରିଛନ୍ତି । କଙ୍ଗନା

ଭାରତରେ ସ୍ପୁଟନିକ୍-ଭିର କ୍ଳିନିକାଲ ଟ୍ରାଏଲ୍

ନୂଆଦିଲ୍ଲୀ- ଚଳିତ ମାସରୁ ଭାରତ ସମେତ ବିିଭିନ୍ନ ଦେଶରେ ଆରମ୍ଭ ହେବ ଋଷ ଟିକା ସ୍ପୁଟନିକ-ଭିର କ୍ଳିନିକାଲ ଟ୍ରାଏଲ । ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ ଆର୍ଡିଆଏଫ୍ର ସିଇଓ କିରିଲ ଡିମିଟ୍ରିଭ ଏହି ସୂଚନା ଦେଇଛନ୍ତି । ରୁଷରେ ଅଗଷ୍ଟ ମାସ ଠାରୁ ୨୬ରୁ ୪୦ ହଜାର ଲୋକଙ୍କୁ ନେଇ

ଗତ ୪ ଦିନ ଭିତରେ ମହାରାଷ୍ଟ୍ରରେ ୫ ଥର ଭୂକମ୍ପ

ମୁମ୍ବାଇ- ଆଜି ସକାଳ ୧୦.୧୫ ମିନିଟରେ ମହାରାଷ୍ଟ୍ର ନାଶିକ ଠାରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ କହିବା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତ୍ରବିତା ୨.୫ ରହିଛି । ଭୂମିକମ୍ପରେ କୌଣସି କ୍ଷତି ହୋଇନି ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଗତ ୪ ଦିନ ଭିତରେ ୫ ଥର

ଗତ ୨୪ଘଂଟାରେ ୭୫,୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧,୧୩୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ- ଗତ ୨୪ଘଂଟାରେ ୭୫,୮୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତ ହାର ୪୨,୮୦,୪୨୩ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୋଟ ୮, ୮୨, ୫୪୨ ସକ୍ରିୟ ମାମଲା ରହିଛି ଓ ୭୨,୭୭୫ ଜଣଙ୍କ ମୃତ୍ୟୁ ହୋଇଛି । ୩୨,୫୦,୪୯୨

ଦିନକରେ ୪୧ ହଜାରେ ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୪୧,୨୭୫ କରେନା ସାମ୍ପୁଲ ଟେଷ୍ଟ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟିଂଙ୍ଗ ୬୭୮୪ ହୋଇଥିବା ବେଳେ ରାପିଡ ଅଂଟିଜେନ ଟେଷ୍ଟ ୩୪,୩୨୪ ଓ ଟ୍ରୁନେଟ ଟେଷ୍ଟ ୧୬୭ ରହିଛି ।

ଭୁବନେଶ୍ୱର-କଟକର ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର

ଭୁବନେଶ୍ୱର- ଦ୍ୱୈତ ନଗରୀର ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ସୌମ୍ୟା ମିଶ୍ର । ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ତାଙ୍କୁ ସ୍ୱାଗତ କରିଛନ୍ତି । ସୌମ୍ୟା ମିଶ୍ର ୨୦୧୪ ମସିହାର ଆଇପିଏସ ଅଫିସର । ପୂର୍ବରୁ ଟ୍ରାଫିକ ଡିସିପି ଭାବେ ସାଗରିକା ନାଥ ଦାୟିତ୍ୱ ନେଇଥିଲେ । ସେ

ଆଜି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା

ଭୁବନେଶ୍ୱର- ରାଜ୍ୟରେ ପୁଣି ଆଜି ୧୩ ଜଣଙ୍କ ମୁଣ୍ଡ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୩ ଜଣ ମୃତକଙ୍କ ମଧ୍ୟରୁ ପୁରୀରୁ ୩, ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ

ରାଜ୍ୟରେ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ ୩ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୩୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୦୯୪ ହୋଇଥିବା ବେଳେ ୧୩୯୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ