ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର  ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି। ତା’ଛଡ଼ା ସଶକ୍ତ ଭାରତ

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବଇ :  ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶାହା ମୋତେ କିଛି ଦିନ ପରେ

ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା

ଭୁବନେଶ୍ୱର- କରୋନା ପାଇଁ ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ସେପ୍ଟମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ତାରିଖ ଧାର୍ଯ୍ୟ ସରିଥିଲା । ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ ପଠାଣି ରାଉତ

ଭୁବନେଶ୍ୱର- ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ ଭାବେ ନିଯୁକ୍ତି ହୋଇଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ କରିବେ । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଉପଖଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କଟକରେ ସହକାରୀ ସୂଚନା ଅଧିକାରୀ

ମଦ ଦୋକାନ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ମଦ ଦୋକାନ ସକାଳ ୭ରୁ ସଂଧ୍ୟା ୬ ପରିବର୍ତେ ଏଣିକି ଦିନ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କଂଟେନମେଂଟ ଜୋନରେ ଥିବା ଦୋକାନ ଗୁଡିକ ବନ୍ଦ ରହି ଅନ୍ୟ ସବୁଠି ଦୋକାନ ଖୋଲା ରହିବ ।

ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ । ବିଧାନସଭାରେ ସ୍ୱତନ୍ତ୍ର କାଂଉଟର କରାଯାଇ ସବୁ ବିଧାୟକ ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ମଧ୍ୟ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ । ଏଥିସହ ବିଧାନସଭାକୁ ଆସୁଥିବା

ଆରପାରିରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର- ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଓଡିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କ ସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ମୁମ୍ବାଇରେ ଭୂକମ୍ପ ଝଟକା

ମୁମ୍ବାଇ- ଆଜି ସକାଳ ସମୟରେ ମୁମ୍ବାଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୩.୫ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଉତର ମୁମ୍ବାଇର ୧୦୨ କିଲୋମଟିର ଦୂର ରହିଥିଲା । ଭୂମିକମ୍ପରେ କ୍ଷତି ହେବା ନେଇ କୌଣସି ସୂଚନା ମିଳିନି । ସେପ୍ଟେମ୍ବର ୫ ତାରିଖରେ

ଦେଶରେ ଗତ ୨୪ଘଂଟାରେ ୯୦ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଆଜି ଦେଶରେ ସାର୍ବଧିକ ୯୦,୮୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୨,୫୦,୪୨୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଥିବା ବେଳେ ୭୧,୬୪୨ ଜଣଙ୍କ ମୃତ୍ୟୁ ହୋଇଛି