ଆଜି ଅନୁଭବଙ୍କ ବିରୋଧରେ ହୋଇପାରେ ଶୁଣାଣି

କଟକ- ଆଜି କଟକ ଏସଡିଜିଏମ କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ହେଇଥିବା ମାମଲାର ଶୁଣାଣି କରିପାରନ୍ତି । ପାରବାରିକ କହଳକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଏସଡିଜିଏମ କୋର୍ଟରେ ପିଟିସିନ ଦାୟର କରିଥିଲେ । ଅନୁଭବ ଜଣେ ପୋସାଦାର ମଦ୍ୟପ । ମଦ ପିଇଲା ପରେ ସେ ତାଙ୍କ ହତାହତ

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ, ଅଳ୍ପକେ ରକ୍ଷା

ଉତରପ୍ରଦେଶ: ଉତରପ୍ରଦେଶର ବରେଲୀ ଜିଲ୍ଲାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚିର୍ଯ୍ୟ ଚକିତ ହୋଇଯିବେ । ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା । ମାତ୍ର ଠିକ ସମୟରେ ପିଲାଟିର ମାଆ ସାପର ଲାଞ୍ଜଟିକୁ ଦେଖି ତୁରନ୍ତ ସାପର ଲାଞ୍ଜ ଟାଣି ପିଲାଟିର

ସାଧାରଣରେ ୧୦ରୁ ଅଧିକ ଭିଡ଼ ହେଲେ ୧ ଲକ୍ଷ ଜୋରିମାନା : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୦ ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ । ସଂପୃକ୍ତ ଆୟୋଜକକାରୀ କିମ୍ବା

ନିଶା ଓ ସ୍ୱାସ୍ଥ୍ୟ

ଅନେକଙ୍କ ପକ୍ଷରୁ ଯୁକ୍ତି କରାଯାଇ ଥାଏ ଯେ, ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ଜଣଙ୍କୁ ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର

ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ

କଟକ: କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସ୍ଥାନୀୟ ଶିଖରପୁର ଅଞ୍ଚଳର ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ହୃଷିକେଶ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାଂସ୍କୃତିକ

ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ

ଡେଲାଙ୍ଗ: ସାଂପ୍ରତିକ ବିଶ୍ମ ମହାମାରୀ କରୋନା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ , ଓଡିଶା ରାଜ୍ୟଶାଖା ତରଫରୁ ଗାଦିବ୍ରହ୍ମ ଡିଗ୍ରୀ କଲେଜ ,ଡେଲାଙ୍ଗ ଯୁବ ରେଡକ୍ରସ ୟୁନିଟ୍ କୁ ପାରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ଯୋଗାଇ ଦିଆଯାଇଥିବା ବେଳେ,

ଉତର ଓଡିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ନିୟମିତ କରିବାକୁ ଦାବି

ଭୁବନେଶ୍ୱର : ଉତର ଓଡିଶା ବିଶ୍ୱବିଦ୍ୟାଳୟର ୧୦ ଗୋଟି ବିଭାଗକୁ ତୁରନ୍ତ ନିୟମିତ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଏନେଇ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଏକ ଦାବିପତ୍ର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ପ୍ରଦାନ କରିଛନ୍ତି । ଦାବି ଅନୁସାରେ ରାଜ୍ୟ

ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ- ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ । ରବିବାର ଭାରତୀୟ ବିସିସିଆଇ ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ

ଅନୁଭବ ମହାନ୍ତିଙ୍କ ପ୍ରେସ ରିଲିଜ ଜାରି

ଭୁବନେଶ୍ୱର- ସାସଂଦ ଅନୁଭବ ମହାନ୍ତି ପ୍ରେସ ରିଲିଜ ଜାରି କରି ନିଜ ପକ୍ଷ ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ତାଙ୍କ ବିବାହ ଖରାପ ସମୟ ଧରି ଗତି କରୁଥିଲା । ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଉଭୟଙ୍କ

‘ବିପିଏଲ-୨୦୨୦’ଉଦ୍ୟାପିତ: ସି ଟାଇଗର୍ସକୁ ହରାଇ ଡେକାନ୍ ୱାରିୟର୍ସ ଚାମ୍ପିୟନ୍

ବାଲେଶ୍ୱର: ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣ ‘ବିପିଏଲ-୨୦୨୦’ କ୍ରିକେଟ୍ ପ୍ରେମୀଙ୍କ ବିପୁଳ ସମାଗମ ମଧ୍ୟରେ ସହରର ପରମିଟ୍ ପଡ଼ିଆରେ ଉଦ୍ୟାପିତ ହୋଇଯାଇଛି । ୨୦ ଓଭର ବିଶିଷ୍ଟ