ବିଏମ୍ସି : ୫ ମାସର ଆୟ ୧୦ କୋଟିରେ ୭୬୮ କୋଟିର ବଜେଟ୍ ସ୍ୱପ୍ନ
ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତି ନେଇଛନ୍ତି । ରାଜସ୍ୱ ଅଭାବ ଯୋଗୁଁ ବିଭାଗକୁ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ ବିଏମ୍ସି ପଡ଼ି ଯାଇଛି । ବିଏମ୍ସିକୁ ବି କୌଣସି ନୂଆ ପ୍ରକଳ୍ପ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ!-->…