ଦେଶରେ ଅସମ୍ଭାଳ ସ୍ଥିତି: ଦିନକରେ ୯୦ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ- ଆଜି ଗୋଟିଏ ଦିନରେ ୯୦,୬୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪,୧୧୩,୮୧୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୧,୮୦,୮୬୫ ଆରେଗ୍ୟଲାଭ କରିଥିବା ବେଳେ ୮,୬୨,୩୨୦ ସକ୍ରିୟ ମାମଲା ରହିଛି ଓ ୭୦,୬୨୬!-->…