ସତ ହୋଇଥିଲେ ସାଂଘାତିକ
ବିଶ୍ୱ ସ୍ୱାସ୍ଥ ପ୍ରତିଷ୍ଠାନ (ଡବ୍ଲ୍ୟୁଏଚ୍ଓ) ୪୮ ଘଂଟା ପୂର୍ବରୁ ଏକ ବିବୃତିରେ ସୂଚାଇଦେଇଛନ୍ତି ଯେ କରୋନା ଲାଗି ଯେଉଁ ସବୁ ଟିକା କେତେଗୁଡିଏ କମ୍ପାନି ପକ୍ଷରୁ ପ୍ରସ୍ତୁତ କରାଯାଉଛି, ସେଗୁଡ଼ିକ ଚଳିତ ବର୍ଷ ସରିବାକୁ ଆଉ ମାତ୍ର ୩ ମାସ ବାକିଥିଲା ବେଳେ ଶତପ୍ରତିଶତ ସଫଳତା ଲାଭ କରିବା ତ’!-->…