ରାଜ୍ୟରେ ମୌସୁମୀ ଦୂର୍ବଳ
ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମିର ଦୁର୍ବଳ ସ୍ଥିତି ଲାଗି ରହିଛି । ମୌସୁମି ଟ୍ରଫ ଲାଇନ ବିକାନେର, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷୀଣ ଆସାମ ଆଡକୁ ଗତି କରୁଛି । ଫଳରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ!-->…