କଙ୍ଗନା ରଣାୱତଙ୍କ ଆପତ୍ତିଜନକ ମନ୍ତବ୍ୟ
ମୁମ୍ବଇ: ନିଜର ଟୁଇଟ୍ ପାଇଁ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବଇ ପୁଲିସ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। କଙ୍ଗନା ଟୁଇଟ୍ କରିଛନ୍ତି ଯେ ସେ ବଲିଉଡର ମାଫିଆଙ୍କ ତୁଳନାରେ ମୁମ୍ବଇ ପୁଲିସକୁ ଅଧିକ ଭୟ କରୁଛନ୍ତି। ଏପରିକି ମୁମ୍ବଇ ପୁଲିସ ତାଙ୍କ ବିରୋଧରେ!-->…