ଇଂଲଣ୍ଡ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍
ଲଣ୍ଡନ: ମାର୍ଚ୍ଚରୁ ସାରାବିଶ୍ୱରେ ମହାମାରୀ କରୋନା ସଂକ୍ରମଣ କାୟାବିସ୍ତାର ଆରମ୍ଭ କରିବା ପରଠାରୁ ଇଂଲଣ୍ଡ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଆନ୍ତର୍ଜାତିକ କ୍ରିକେଟ୍ ଖେଳାଯାଇଛି। ଇଂଲଣ୍ଡ ବିଶ୍ୱରେ ଅନ୍ୟତମ ଅତ୍ୟଧିକ ସଂକ୍ରମିତ ଦେଶ। ଏହାସତ୍ତ୍ବେ ଏହା ୨ଟି ଭ୍ରମଣକାରୀ ଦଳ ସହ ଇଂଲଣ୍ଡ!-->…