ଦିଲ୍ଲୀପ କୁମାରଙ୍କ ଆଉ ଜଣେ ଭାଇଙ୍କ ମୃତ୍ୟୁ
ନୂଆଦିଲ୍ଲୀ- କରୋନାରେ ଆଖି ବୁଜିଲେ ବଲିଉଡ ମେଗାଷ୍ଟାର ଦିଲ୍ଲୀପ କୁମାରଙ୍କ ଆଉ ଜଣେ ଭାଇ ଏହସାନ ଖାନ । ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀପଙ୍କ ଦୁଇ ଭାଇ ଏହସାନ ଓ ଅସଲମ ଅଗଷ୍ଟ ୧୫ରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଉଭୟଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ!-->…