ତୃତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେଲେ ରାଜିବ କୁମାର
ନୂଆଦିଲ୍ଲୀ- ଅବସରପ୍ରାପ୍ତ ଆଇଏଏସ ଅଫିସର ରାଜିବ କୁମାର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି । ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଆରୋରା ଓ ସୁଶିଲ ଚନ୍ଦ୍ର ପରେ ତୃତୀୟ ନିବାର୍ଚନ କମିଶନର ହେଲେ ରାଜିବ କୁମାର । ଅଗଷ୍ଟ ୨୧ ତାରିଖରେ କମିଶନର ଅଶୋକ ଲାଭାଶାଙ୍କ ପଦବୀରେ ରାଜିବ!-->…