ପରିବାରର ୪ କରୋନା ଆକ୍ରାନ୍ତ
ବାଲିକୁଦା : ବାଲିକୁଦାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଥିବା ବେଳେ ଏ ମାନଙ୍କ ମଧ୍ୟରୁ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ୧୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟ ୩୪ ଟି ଆକ୍ଟିଭ କେସ ରହିଥିବା ବେଳେ ଏମାନେ ଏବେ ବିଭିନ୍ନ!-->…