ଜନ ଧନ ଗ୍ରାହକଙ୍କୁ ଲଘୁ ବୀମା ଯୋଜନାର ଲାଭ ମିଳିବ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ୬ ବର୍ଷ ପୂରଣ କରିଛି । ଏହି ସମୟରେ ୪୦.୩୫ କୋଟି ଜନ ଧନ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ସେଥିରେ ୧.୩୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଜନ ଖାତାର ୬୩.୬ ପ୍ରତିଶତ ଗ୍ରାହକ ଗ୍ରାମାଂଚଳରେ ରହୁଥିବା ବେଳେ ୫୫.୨ ପ୍ରତିଶତ ଗ୍ରାହକ ହେଉଛନ୍ତି!-->…