ଗୋଆକୁ ଟପିିବ ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’!

ପୁରୀ: ପୁରୀ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ଗ୍ରହଣ କରିଛି । ଏହି ବେଳା ଭୂମିକୁ ବିଶ୍ୱସ୍ତରୀୟ କରାଯାଇଛି । ସୁବିଧାସୁଯୋଗ, ସାଜସଜ୍ଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖାଞ୍ଜି ଦିଆଯାଇଛି । ପୁରୀର ଏହି ବ୍ଲୁ

ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଦେଢ଼ଲକ୍ଷଙ୍କ ମୃତ୍ୟୁ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ହାରାହାରି ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ୨୦୧୬ରେ ୧,୫୦୭୮୫ ଜଣ, ୨୦୧୭ ୧,୪୭,୯୧୩ ଜଣ ଓ ୨୦୧୮ରେ ୧,୫୮,୫୧୪ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରତି ଘଂଟାରେ ପ୍ରାୟ ୧୭ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ୨୦୧୮ ବର୍ଷର ତଥ୍ୟରୁ

ଶିଶୁ କନ୍ୟାର ‘ବାପା’ ଡାକ ଶୁଣିବା ପୂର୍ବରୁ ବାପା ଚାଲିଗଲେ

ଭୁବନେଶ୍ୱର: ଜଗତସିଂହପୁର କୋର୍ତଳ ଅଂଚଳର ବରଦା ପ୍ରସାଦ ପରିଡ଼ା । ୨୦୦୩ରୁ ଭୁବନେଶ୍ୱରରେ ରହି ତାରିଣୀ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ରେ କାମ କରୁଥିଲେ । ନୀଳାଦ୍ରିବିହାରରେ ରହୁଥିଲେ । ୨୦୧୯ ଫେବ୍ରୁଆରି ୧୮ରେ ସହିଦନଗରର ଶୁଭଶ୍ରୀଙ୍କୁ ବିବାହା କରିଥିଲେ । ମାତ୍ର ୫ ମାସର ଝିଆ ଆଉ ଦିନ

୧ ଲକ୍ଷ ୨୯ ହଜାର ନକଲି ହନୁମାନ ପଇସା ଜବତ, ୩ ଗିରଫ

ନୂଆପଡ଼ା: ହନୁମାନ ପଇସା ପାଇଁ ୨ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାସ୍ ହୋଇଛି । ଘଟଣାର ୧୦ ଦିନ ପରେ ଗୁରୁବାର ଦୂଆପଡ଼ା ପୋଲିସ ହତ୍ୟା ଘଟଣାରେ ସାମିଲ୍ ଥିବା ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ, କୋମନା ଥାନା ସିଆଲଟି ଗ୍ରାମର ତୁଲା ଧରୁଆ (୩୨) ନୂଆପଡ଼ା ଥାନା କେରମେଲି ଗୁଡୁ

ଦୁଇଟି ପ୍ରେଟ୍ରୋଲ ଟ୍ୟାଙ୍କି ବିବାଦ ଘନେଇଲା

ଜଗତସିଂହପୁର: ବାଲିକୁଦାର ଖାତନାମ ସମାଜସେବୀ ତଥା ଆଡ଼ଭୋକେଟ ଡ.ସୁଶାନ୍ତ କୁମାର କାନୁନ୍ଗୋଙ୍କ ଇଜିଲାସରେ ଏକ ଜନସ୍ୱାର୍ଥ ମାମଲ ଓଡ଼ିଶା ହାଇକୋର୍ଟରେ ଦାଏୟ ହୋଇଥିଲା ଏହି ଜନସ୍ୱାର୍ଥ ମାମଲ ସ୍ଥାନୀୟ ସମାଜ ସେବୀ ବିଶ୍ୱନାଥ ଦାସଙ୍କ ନାମରେ ଗତ ୯.୬.୨୦୨୦ ଦିନ ହାଇକୋର୍ଟ କେଶ ନଂ ୧୮/୧୬୯/୨୦୨୦

୪ କୋଟି ଟଙ୍କାର ବ୍ରାଉନସୁଗର ଜବତ: ଜଣେ ଗିରଫ

କଟକ: କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଆଫଗାନିସ୍ତାନ୍ ବ୍ରାଉନସୁଗାର ଲିଙ୍କ୍ ଲାଗିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ବାଲେଶ୍ୱର ଜିଲ୍ଲା ଜାମଲପୁର ଅଂଚଳରେ ବ୍ରାଉନସୁଗାର ମାଫିଆଙ୍କ ଆଡ୍ଡାରେ ବୁଧବାର ରାତିରେ ଚଢ଼ଉ ହୋଇଥିଲା । ତଦନ୍ତରୁ ଅନ୍ତର୍ଜାତୀୟ ବ୍ରାଉନସୁଗାର କାରବାର ସାମ୍ନାକୁ

ଆଇଏସ ଅଫିସର ଉଷା ପାଢୀ ବେସମାରିକ ବିମାନଚଳାଚଳ ନିରପତାର ଡିଜି ଭାବେ ନିଯୁକ୍ତି ପାଇଛନ୍ତି

ଭୁବନେଶ୍ୱର- ଓଡିଶା କ୍ୟାଡର ଆଇଏସ ଅଫିସର ଉଷା ପାଢୀ ହେଲେ ବେସମାରିକ ବିମାନଚଳାଚଳ ନିରାପତାର ମହାନିର୍ଦେଶକ । ସେ ହେଉଛି ପ୍ରଥମ ମହିଳା ଓ ତୃତୀୟ ଆଇଏସ ଅଫିସର ଯିଏକି ଏହି ପଦରେ ନିଯୁକ୍ତି ହୋଇଛନ୍ତି । ଉଷା ପାଢୀ ୧୯୯୬ ବ୍ୟାଚର ଆଇଏସ ଅଫିସର ।

ଘୁଚିଂଲା ସଭିର୍ସି ପରୀକ୍ଷା

ଭୁବନେଶ୍ୱର- ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଘୁଂଚିଲା ସଭିର୍ସି ପରୀକ୍ଷା । ସେପ୍ଟେମମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା । ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

୨୦୨୧ରେ ଭାରତକୁ ଆସିବ କରୋନା ଟିକା

ନୂଆଦିଲ୍ଲୀ- ୨୦୨୧ରେ ଭାରତକୁ ଆସିବ କରୋନା ଟିକା । ପୂର୍ବରୁ ଆଶା କରାଯାଉଥିଲା ନଭେମ୍ବର ସୁଦ୍ଧା ଭାରତରେ ଟିକା ପଂହଚିବ । କିନ୍ତୁ ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ । ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ

ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ- ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ । କରୋନା ମହାମାରୀ ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ