ହେଲି ବନାମ ହ୍ୟାରିସ: ଆମେରିକା ରାଷ୍ଟ୍ରପତି ଲଢ଼େଇରେ ଦୁଇ ‘ଭାରତ ଝିଅ’
ଆମେରିକା ରାଷ୍ଟ୍ରପତି ପଦ ନିମନ୍ତେ ନଭେମ୍ବର ମାସରେ ହେବାକୁଥିବା ନିର୍ବାଚନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ । ଆମେରିକାରେ ବସବାସ କରୁଥିବା ଭାରତୀୟ-ଆମେରିକୀୟ, ଭାରତୀୟ ବଂଶୋଦ୍ଭବ ହିଁ ନିର୍ଣ୍ଣାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଡ଼େମୋକ୍ରାଟିକ ଦଳର !-->…