ମହିଳା ସମାନତା ଦିବସ
ପ୍ରତିବର୍ଷ ଅଗଷ୍ଟ ୨୬ ତାରିଖରେ ପାଳନ କରାଯାଉଛି ମହିଳା ସମାନତା ଦିବସ ବା ଇଂରାଜୀରେ ୱିମେନ୍ସ ଇକ୍ୱାଲିଟି ଡେ । ଏହି ଦିବସ ପାଳନ ଯୁକ୍ତରାଷ୍ଟ ଆମେରିକାରୁ ଆରମ୍ଭ ହୋଇଥିଲା । ଏଠାରେ ମହିଳା ମାନଙ୍କୁ ସମାନତା ମୁଖ୍ୟତଃ ଭୋଟ ଦେବା ଅଧିକାରକୁ ବୁଝାଏ । ୧୯୨୦ ଅଗଷ୍ଟ ଏହି ଦିନରେ ମାର୍କିନ!-->…