ବରିଷ୍ଠ ନାଗରିକଙ୍କ ପାଇଁ ଗଡିଲା ସଞ୍ଜିବନୀ ରଥ
ରାଉରକେଲା- ରାଉରକେଲାରେ ବରିଷ୍ଠ ନାଗରିଙ୍କ କୋଭିଡ ଟେଷ୍ଟ ପାଇଁ ଗଡିଲା ସଞ୍ଜିବନୀ ରଥ । ସ୍ଥାନୀୟ ଏଡିଏମ ଓ ଆରଏମସି କମିଶନର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଗାଡିରେ ଯାଉଥିବା ଟିମ ସଦସ୍ୟ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କ କୋଭିଡ ଟେଷ୍ଟ କରିବେ । ରାଉରକେଲାରେ କରୋନା ଆକ୍ରାନ୍ତଙ୍କ!-->…