କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ: ରୁଜ୍ଜୁ ହେଉଛି ମାମଲା, ଆଦାୟ ହେଉଛି ଜୋରିମାନା
ରାଜ୍ୟରେ କରୋନା କଟକଣା ଲାଗୁ କରିବା ଉଦ୍ଦେଶ୍ୟରେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାଣମୂର୍ଛା ଉଦ୍ୟମ ସତ୍ୱେ କିଛି ଆମାନିଆଙ୍କ ନିର୍ଦ୍ଦେଶାବଳୀ ଉଲଂଘନ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏ ନେଇ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮ଟି ମାମଲା ରୁଜ୍ଜୁ କରାଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି!-->…